ବଢିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ଲାଗୁ କରିବାର ସମୟସୀମା, ଏବେ ଏହି ତାରିଖ ପର୍ଯ୍ୟନ୍ତ ଜାରି ରହିବ ସେବା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପେଟିଏମ୍କୁ ବଡ ଆଶ୍ୱସ୍ତି ଦେଇ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବାକୁ ବୃଦ୍ଧି କରିଛି । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ସୀମା ଫେବୃୟାରୀ ୨୯ରେ…