(Video) ଓଡ଼ିଶା ଦେଖିଲା ବୋହୂପଣିଆର ଶ୍ରେଷ୍ଠ ଉଦାହରଣ; ମୃତ ଶ୍ୱଶୁରଙ୍କୁ ମୁଖାଗ୍ନି ଦେଲା ବୋହୂ

ଗଜପତି: ଏ ହେଉଛି ଏମିତି ଦୃଶ୍ୟ ଜାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ମନ କହିବ ଏମିତି ବୋହୂ ଜଗତେ ନାହିଁ । କାରଣ ଆମ ପରମ୍ପରାରେ ଗୋଟିଏ ଝିଅକୁ ଶ୍ମଶାନକୁ ଯିବାକୁ ବାରଣ ଥିବା ବେଳେ ଏଠି ଗୋଟିଏ ବୋହୂ…

Breaking news:ନିଲାମ ହେବ ଅର୍ଚ୍ଚନାଙ୍କ ଗାଡି, କୋର୍ଟରେ ଇଡି କଲା ଆବେଦନ

ଭୁବନେଶ୍ୱର: ହନି ଟ୍ରାପ ମାମଲାରେ ଜଡିତ ଅର୍ଚ୍ଚନା ନାଗଙ୍କ ୨ଟି ଗାଡି ନିଲାମ ହେବ । ୨ଟି ଗାଡିର ଖର୍ଦ୍ଦି ମୂଲ୍ୟ ୫୬ ଲକ୍ଷ ଟଙ୍କା ଦର୍ଶାଯାଇଥିବା ସୂଚନା । ଗାଡି ନିଲାମ ପାଇଁ କୋର୍ଟରେ ଇଡି କଲା ଆବେଦନ ।…

ଅର୍ଦ୍ଧରାତ୍ରୀରେ ଘରକୁ ଆସି ରଙ୍ଗୋଲି ପକାଉଛି, ପୂଜା କରୁଛି ଅଜବ ଜୀବ; ସମସ୍ୟାରୁ ମୁକ୍ତି ପାଇଁ ଶିବଙ୍କ ଶରଣ ନେଲେ ଗ୍ରାମବାସୀ

କାକିନାଡା: ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲା ମୁଖ୍ୟାଳୟ ନିକଟରେ ପେଦ୍ଦାପୁରମ ମଣ୍ଡଳର କନ୍ଦରାକୋଟା ଗ୍ରାମବାସୀ ଦୀର୍ଘ ୨୦ ଦିନ ହେବ ରାତିରେ ଶୋଇନାହାନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ଜଣେ ଉଲଗ୍ନ ବ୍ୟକ୍ତି…

୧୪୪ ଧାରା ପରେ ବି ଭୟଙ୍କର ସ୍ଥିତିରେ କୃଷକ ଆନ୍ଦୋଳନ; ଭାଙ୍ଗିଦେଲେ ଫ୍ଲାଏଓଭର ବ୍ୟାରିୟର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସୀମାରେ ଥିବା ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନେ ଫ୍ଲାଏଓଭରରେ ସୁରକ୍ଷା ପାଇଁ ଥିବା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି। ଭିଡିଓରେ…

ଆସନ୍ତାକାଲି ୧୨ ଜିଲ୍ଲାକୁ ଘନକୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ ।  ଗତ ତିନି ଦିନ ହେଲା ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ରାତିରେ ସାମାନ୍ୟ ଥଣ୍ତା ଅନୁଭୂତ…

OYO ରୁମ୍ ବା ହୋଟେଲରେ ଲାଗିଥିବା ବଲ୍‌ବରେ ଲୁଚି ରହିଥାଇପାରେ ହିଡେନ୍ କ୍ୟାମେରା, ଏପରି କରନ୍ତୁ ଚେକ୍‌

ଓଡ଼ିଶା ଭାସ୍କର:ବହୁ ସମୟରେ ଲୋକମାନେ ବାହାରକୁ ବୁଲି ଯାଉଥିଲେ ବଜେଟ୍ ହୋଟେଲ୍ କିମ୍ବା OYO ରୁମ୍ ଆଦି ବୁକ୍ କରିଥାନ୍ତି । କାଲି ଭାଲେଣ୍ଟାଇନ୍ ଡେ’ ପଡୁଥିବାରୁ ଯଦି ଆପଣ ନିଜ ପାର୍ଟନରଙ୍କ ସହ କେଉଁଠିକୁ ବୁଲିଯିବାକୁ…

ଭାଲେଣ୍ଟାଇନ୍ ଡେ’ରେ ହୋଇପାରେ ରୋମାନ୍ସ ସ୍କାମ୍‌, AI ଜରିଆରେ ସାଇବର ଅପରାଧୀ ବିଛାଇଛନ୍ତି ଜାଲ

ନୂଆଦିଲ୍ଲୀ: ଏବେ ଚାଲିଛି ଭାଲେଣ୍ଟାଇନ୍ ୱିକ୍ । ଏହି ସମୟରେ ପ୍ରେମୀ ଯୁଗଳ ପରସ୍ପରକୁ ନେଇ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବାରେ ବ୍ୟସ୍ତ । କିନ୍ତୁ ସାଇବର ଅପରାଧୀ ବି ଏହାର ଫାଇଦା ଉଠାଇବାକୁ ନୂଆ ନୂଆ ଯୋଜନା…

କୃଷକ ଆନ୍ଦୋଳନ; ଶମ୍ଭୁ ବର୍ଡରରେ ପରିସ୍ଥିତି ଅଣାୟତ, ଡ୍ରୋନ୍‌ରେ ପକାଗଲା ଲୁହବୁହା ଗ୍ୟାସ୍ ଗୋଳା

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ହରିୟାଣାର ଶମ୍ଭୁ ବର୍ଡରରେ ହଙ୍ଗାମା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହରିୟାଣା ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସ୍ପ୍ରେ କରାଯାଇଛି । ଏହାପରେ…

UAE ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ମୁଁ ନିଜ ଭାଇଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି…

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ଆପତ୍ତି, ମୁଖ୍ୟ ବିଚାରପତି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କାରଣରୁ ସାଧାରଣ ଜନଜୀବନ ଉପରେ ପଡୁଥିବା ପ୍ରଭାବକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ…