ଆଖିରେ ପଟି ବାନ୍ଧି କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା? ଜାଣି ରଖନ୍ତୁ ଏହାର ପ୍ରକୃତ ରହସ୍ୟ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଏକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଦେଶର ପ୍ରତିଟି କୋଣରୁ ଜୟ ଶ୍ରୀରାମ ଧ୍ୱନି ଗୁଞ୍ଜରିତ ହୋଇ ଉଠିଛି ।…

ଭାରତକୁ ଚକମା ଦେବାକୁ ନୂଆ ଚାଲ୍ ଖେଳୁଛି ଇଂଲଣ୍ଡ: ଅଚାନକ ଦଳରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ ।…

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରାକ୍ଟରରେ ଯାଉଥିଲେ ଯାତ୍ରୀ: ଗାଡ଼ି ଓଲଟିବାରୁ ୧୫ ଜଣ…

ନୟାଗଡ଼: ଟ୍ରାକ୍ଟରରେ ଯାତ୍ରୀଙ୍କୁ ନେବା ଆଜି କାଳ ପାଲଟିଯାଇଛି । ୧୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଓଲଟି ପଡ଼ିଛି ଏହି ଟ୍ରାକ୍ଟର । ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ…

(Video) AI ପ୍ରସ୍ତୁତ କଲା ଲତା ମଙ୍ଗେସକରଙ୍କ ସ୍ୱରରେ ରାମ ଭଜନ; ଶୁଣି ସାରିଲେଣି ୫ ଲକ୍ଷ ଲୋକ, ଆପଣ ବି ଶୁଣନ୍ତୁ

ନୂଆଦିଲ୍ଲୀ: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବାକୁ ଆଉ ମାତ୍ର କିଛି ଘଣ୍ଟା ହିଁ ବାକି ରହିଛି । ଏହାକୁ ନେଇ ସାରା ଦେଶ ଭକ୍ତିମୟ ହୋଇଉଠିଛି । ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହିଁ…

ସାକାର ହେଉଛି ଓଡ଼ିଶାର ‘ସମଲେଇ’ ସ୍ୱପ୍ନ: ନୂଆ ରୂପ ନେବ ସମଲେଇ ହେରିଟେଜ୍ ପ୍ରକଳ୍ପ

ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବା ମା ସମଲେଇଙ୍କ ପୀଠରେ ଜାରି ରହିଛି ନବକଳେବର ପ୍ରକ୍ରିୟା । ସମଲେଇ ପୀଠକୁ ନୂଆ ରୂପରେ ଦେଖିବାର ରାଜ୍ୟବାସୀଙ୍କ ସ୍ୱପ୍ନ ଖୁବଶୀଘ୍ର ସତରେ ପରିଣତ ହେବାକୁ ଯାଉଛି ।…

ଆସୁଛି ସାଧାରଣତନ୍ତ୍ର ଦିବସ; କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ? ଜାଣନ୍ତୁ ତାଲିକା

ଭୁବନେଶ୍ୱର: ଆଉ ୪ ଦିନ ପରେ ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଚଳିତବର୍ଷ ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଗର୍ବର ସହ ଏହି ଉତ୍ସବକୁ ପାଳନ କରିବ ସାରା ଦେଶ ।…

ମା’ ସହ ଫୋନ୍‌ରେ କାର୍ଟୁନ ଦେଖୁଥିବା ସମୟରେ ୫ ବର୍ଷର ଶିଶୁକୁ ଆସିଲା ହୃଦଘାତ, ତା’ପରେ..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମରୋହାରୁ ହୃଦୟକୁ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ବର୍ଷର ଏକ ଶିଶୁ ମା’ ସହ ମୋବାଇଲରେ କାର୍ଟୁନ୍ ଦେଖୁଥିବା ସମୟରେ ହଠାତ୍ ମୋବାଇଲ୍ ତା’ ହାତରୁ ଖସି ତଳେ…

୭୦ ବର୍ଷ ପରେ ନିଜ ସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା: ଆଜି ରାମ ମନ୍ଦିରରେ ହେବ ସ୍ଥାପନା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ସମୟରେ ଶୟନ ଆରତୀ ପରେ ରାମଲାଲାଙ୍କ ବିର।।ଜମାନ ମୂଳ ମୂର୍ତ୍ତିକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ । ପରମ ଭକ୍ତ ମହାବୀର ହନୁମାନଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ…

ଯେଉଁ ମନ୍ଦିରରେ ପୋଲିସ ରାଜା ରାମଙ୍କୁ ଦେଇଥାନ୍ତି ଗାର୍ଡ ଅଫ୍ ଅନର, ଅଯୋଧ୍ୟା ସହ ରହିଛି ଗୁଢ ସଂପର୍କ

ଅଯୋଧ୍ୟା:ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରୁ ପ୍ରାୟ ୪୦୦କିଲୋମିଟର ଦୂର ଓରଛାରେ ରାମଲଲାଙ୍କୁ ରାଜା ରାମ ରୂପରେ ପୂଜା କରାଯାଏ । ଏଠାରେ ମନ୍ଦିରରେ ପୋଲିସ ରାଜା ରାମଙ୍କୁ ଦେଇଥାନ୍ତି ଗାର୍ଡ ଅଫ୍ ଅନର । ଆସନ୍ତୁ…

(Video) ପ୍ରାଣ ପ୍ରତିଷ୍ଠାରେ ଭବ୍ୟ ଉପହାର ଦେଲେ ‘ଭରତ’: ଶ୍ରୀରାମଙ୍କ ନାଁରେ ଶତକ ହାସଲ

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଦୁନିଆ ରାମ ରସରେ ମଜ୍ଜି ଯାଇଛି । ଦେଶର କେଶ-ଅନୁକୋଣରେ ରାମଧ୍ୱନି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପବିତ୍ର ତିଥି ବୋଲି ବିବେଚନା କରାଯାଉଛି । ରାମ ମନ୍ଦିରର ପ୍ରାଣ…