ନୂଆ ବର୍ଷରେ ଓଡ଼ିଶା ପିଇଲା ୬୦ କୋଟି ଟଙ୍କାର ମଦ; କଟକରେ ସବୁଠୁ ଅଧିକ ମଦୁଆ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଯାଇଛି ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର…

Instagram ଷ୍ଟୋରୀ ପାଇଁ ମିଳିବ ନୂଆ ଫିଚର: ଜାଣନ୍ତୁ କିପରି ଏହାର ବ୍ୟବହାର କରିପାରିବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱକୁ ପାଗଳ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଟେକନୋଲୋଜିର ଏହି ଦୁନିଆରେ ଖୁବ ଲୋକପ୍ରିୟ ହୋଇପାରିଛି ଏହି ଏଆଇ ଫିଚର । ସେଥିପାଇଁ ଆପଲ, ଗୁଗଲ, ମାଇକ୍ରୋସଫ୍ଟ ଭଳି ଅନେକ…

ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର:ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ସକାଳୁ ସକାଳୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧ…

Boycott SA Captain… କେପଟାଉନରେ ସାଉଥ ଆଫ୍ରିକା ଅଧିନାୟକଙ୍କୁ ବିରୋଧ କଲେ ଦର୍ଶକ

ନୂଆଦିଲ୍ଲୀ: ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିଁ ଉଭୟ ଦଳ ଅଲଆଉଟ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା…

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌; ମାନ୍ୟତାରେ ରହିଛି ନୟାଗଡ଼ର ସ୍ୱତନ୍ତ୍ର କିସମର ‘କଣ୍ଟେଇମୁଣ୍ଡି ବାଇଗଣ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌ । GI ଟ୍ୟାଗ୍‌ ମିଳିବା ନେଇ Xରେ ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ…

ଟିମ ଇଣ୍ଡିଆ ଉପରେ ଦକ୍ଷିଣ ଆଫ୍ରିକାର ‘Speed Storm’: ୨ ଓଭରରେ ଭାରତ All Out

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିଛି ସ୍ପିଡ ଝଡ଼ । କେଇଟା ଘଣ୍ଟାରେ ଟିମ ଇଣ୍ଡିଆଠୁ ପ୍ରତିଶୋଧ ନେଇଛି ଘରୋଇ ଦଳ ଦକ୍ଷିଣ ଆଫ୍ରିକା । ଭାରତର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛି…

ଭାରତରେ କିଏ ରଖିଛନ୍ତି ସବୁଠୁ ଅଧିକ ଜମି? ୩୮ ଲକ୍ଷ ଏକରର ମାଲିକ ଏହି ଜମିଦାର…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଜମିର ମୂଲ୍ୟ ଆକାଶଛୁଆଁ ହେଉଛି । ମୁମ୍ବାଇ-ଚେନ୍ନାଇ ଭଳି ମହାନଗରୀରେ କେବଳ ବାସସ୍ଥାନ ପାଇଁ ଖୁବ କମ୍ ଜମି ବାକି ରହିଛି । କିନ୍ତୁ ଦେଶରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠାରେ ଜଣେ…

ଫ୍ରଡ କଲ୍‌କୁ ନେଇ ଚିନ୍ତିତ କି? ଏହିପରି ବଦଳାନ୍ତୁ ଫୋନ୍ ସେଟିଂ ଦେଖିବେ ଆଉ ଆସିବନି ଏପରି କଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଫ୍ରଡର ନୂଆ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ସ୍କାମର ମାନେ ବଡ ଚତୁରତାର ସହିତ ୟୁଜର୍ସଙ୍କ ସାରା ଜୀବନର ରୋଜଗାରକୁ ଲୁଟି ନେଉଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ…

ଘର ଉପରକୁ କେଉଁ ବିପଦ ଆସିଲେ ଗୋମାତା ଆଖିରୁ ଲୁହ ବାହାରିଥାଏ….

ଓଡ଼ିଶା ଭାସ୍କର: ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ । କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ…

ଭାଗ୍ୟ ପରିବର୍ତ୍ତନର ସଂକେତ ଦେଇଥାଏ ଆପଣଙ୍କ ତୁଳସୀ ଗଛ, ପଢନ୍ତୁ ଏହା ଜାଣିବେ କିପରି

ଧାର୍ମିକ ଦୃଷ୍ଟିକୋଣରୁ ତୁଳସୀ ବୃକ୍ଷର ବହୁତ ମହତ୍ତ୍ୱ ରହିଛି । ଏହାସହିତ ଆୟୁର୍ବେଦରେ ମଧ୍ୟ ତୁଳସୀକୁ ବହୁତ ମହତ୍ତ୍ୱ ଦିଆଯାଇଛି । ମାନ୍ୟତା ଅନୁସାରେ ଯେଉଁପରି ଭାବରେ ତୁଳସୀ ଗଛ ଶୁଖିଯିବା, ପତ୍ର ଝଡିବା ଅଶୁଭ ସଂକେତ…