ମଣିପୁର ହିଂସା ଘଟଣା: ୭ ମାସ ତଳେ ମୃତ୍ୟୁ ବରଣ କରିଥିବା ୮୭ ଜଣଙ୍କ ମୃତଦେହର ହେଲା ଅନ୍ତିମ ସଂସ୍କାର
ଇମ୍ଫାଲ: ବୁଧବାର ଦିନ ଚୁରାଚାନ୍ଦପୁର ଜିଲ୍ଲାର ସେହକେନର ଖୁଗା ଡ୍ୟାମ ନିକଟରେ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ୮୭ ଜଣଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ତୁଇବଙ୍ଗର ପିସ୍…