ସରିଲା WPLର ମିନି ଅକ୍ସନ: ଦେଖନ୍ତୁ କେଉଁ ଦଳରେ କେଉଁ ଖେଳାଳି ହେଲେ ସାମିଲ?

ନୂଆଦିଲ୍ଲୀ: ୨୦୨୪ ମହିଳା ପ୍ରମିୟର ଲିଗ ପାଇଁ ଶେଷ ହୋଇଛି ମିନି ଅକ୍ସନ ଶେଷ ହୋଇଛି । ଏହି ନିଲାମୀ ପ୍ରକ୍ରିୟାରେ ଭାରତର ଅନ୍ କ୍ୟାପ୍ଡ ପ୍ଲେୟାର କାଶ୍ୱୀ ଗୌତମ ଇତିହାସ ସୃଷ୍ଟି କରିଛନ୍ତି । ଇତିହାସରେ ସବୁଠାରୁ ଦାମୀ…

ମଇଳା ପୋଷାକ ହୋଇପାରେ Dementiaର ପ୍ରାରମ୍ଭିକ ଲକ୍ଷଣ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ…

ଓଡ଼ିଶା ଭାସ୍କର: ମେମୋରୀ ଲସ୍ ବା ସ୍ମୃତି ଶକ୍ତି ହରାଇବାକୁ ଅଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଏ । ତେବେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜିଂ (NIA) ଅଲଜାଇମର ରୋଗର ସାମାନ୍ୟ ଲକ୍ଷଣ ବିଷୟରେ…

ବିଶ୍ୱାସ ନହେଲେ ବି ସତ: ଏହି ଦେଶରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା

ନୂଆଦିଲ୍ଲୀ: ଆମ ଏଇ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ମୁଦ୍ରାସ୍ଫୀତି ସବୁଠାରୁ ଉଚ୍ଚରେ ରହିଛି । ଏଠାରେ ଖାଦ୍ୟପେୟର ଦରଦାମ୍ ଆକାଶଛୁଆଁ । କିନ୍ତୁ ପେଟ୍ରୋଲର ମୂଲ୍ୟ ସବୁଠାରୁ କମ୍ ରହିଛି । ଏଠାରେ ଯେତେ ଶସ୍ତାରେ…

ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି କୋଟିପତି ବନିଗଲେ ଏହି ଖେଳାଳି: WPL ନିଲାମୀରେ କିଏ ସବୁଠୁ ମହଙ୍ଗା?

ନୂଆଦିଲ୍ଲୀ: ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗକୁ ନେଇ ଚାଲିଥିବା ଅଙ୍କକଷା । ପ୍ରତ୍ୟେକ ଦଳ ନିଜ ନିଜ ମନ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଭରପୂର ପ୍ରୟାସ କରିଛନ୍ତି । କିଛି ଦଳ…

୩୦ ବର୍ଷ ପରେ ହେବ ଶୁକ୍ର ଓ ଶନିଙ୍କ ମିଳନ, ୨୦୨୪ରେ ଏହି ୩ ରାଶିଙ୍କ ଖୋଲିଯିବ ଭାଗ୍ୟ

ଜ୍ୟୋତିଷ ଗଣନା ଅନୁଯାୟୀ ଏକ ନିର୍ଦ୍ଧାରିତ ସମୟ ପରେ ସମସ୍ତ ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଗ୍ରହଙ୍କ ରାଶି ପରିବର୍ତ୍ତନ ଘଟଣା ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । ଯେତେବେଳେ ଏକ…

ସାବଧାନ୍! ଭାରତରେ ପୁଣି ବଢୁଛି କରୋନା ଆତଙ୍କ: ଏକାସାଙ୍ଗରେ ୧୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଆକ୍ଟିଭ ହେଲାଣି କରୋନା ମହାମାରୀ । ଦୀର୍ଘ ଦିନର ବ୍ରେକ ପରେ ପୁଣି ସଂକ୍ରମଣ ବଢାଉଛି ଏହି ଭାଇରସ୍ । ହଜାର ହଜାର ଲୋକଙ୍କ ମୃତ୍ୟୁ କାରଣ ପାଲଟିଥିବା କରୋନା ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ…

Oh My God! ମହିଳାଙ୍କ ଆଖି ଭିତରେ ବସା କରିଥିଲେ ୬୦ରୁ ଅଧିକ ପୋକ: ଆପଣ ଏହି ଭୁଲ କରୁ ନାହାନ୍ତି ତ?

ନୂଆଦିଲ୍ଲୀ: ମଣିଷ ଶରୀରର ଏକ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ସାମାନ୍ୟ ଅବହେଳା କିମ୍ବା ଅଣଦେଖା ଆଖି ପ୍ରତି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏମିତିକି ଆଖିରେ କିଛି ବିଷାକ୍ତ ଜୀବ ମଧ୍ୟ ପଶିଯିବାର ସମ୍ଭାବନା ବି…

ପୋଷ୍ଟଅଫିସ୍‌ରେ ଏଫ୍‌ଡି ଥିଲେ କରନ୍ତୁନି ଏପରି ଭୁଲ୍‌, ଅନ୍ୟଥା ବଡ ଧରଣର କ୍ଷତି ସହିବାକୁ ପଡିବ

ନୂଆଦିଲ୍ଲୀ:ପୋଷ୍ଟଅଫିସ୍ ଏଫ୍‌ଡି ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ଏହି କାରଣରୁ ଆପଣ ୫ ବର୍ଷର ଏଫଡିକୁ ସମୟ ପୂର୍ବରୁ ଉଠାଇଲେ ଆପଣଙ୍କୁ ସେଭିଂ ଆକାଉଣ୍ଟ ସୁଧ ହାର ଅନୁସାରେ ଜମା ଅବଧି ଉପରେ ସୁଧ ପ୍ରଦାନ କରାଯିବ ।…

Video; IND vs SA ମ୍ୟାଚ ପୂର୍ବରୁ ବିପଦରେ ଷ୍ଟାର କ୍ରିକେଟର ରିଙ୍କୁ: ଫିନିଶରଙ୍କୁ ନେଇ ବଡ଼ ଖବର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ଚକମା ଦେବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ ଟିମ ଇଣ୍ଡିଆ । ଏଥିପାଇଁ ଭାରତର ଅନେକ ଖେଳାଳି ଆଫ୍ରିକାରେ ପହଞ୍ଚିସାରିଛନ୍ତି । ତେବେ ଆସନ୍ତାକାଲି ଭାରତ ସିରିଜର ପ୍ରଥମ…

ଦେଶର ସବୁ ମହିଳା ହେଉଛନ୍ତି ଗୋଟିଏ ଜାତି, ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହ କଥା ହେବା ସମୟରେ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସ ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଲାଭାର୍ଥୀ ଏହି…