ମାତ୍ର ଏତିକି ବର୍ଷ ଭିତରେ ଭାରତ ଗଢିବ ନିଜର Space Station! ଅନ୍ୟ ଦେଶର ଗର୍ବ ଚୁରମାର

ନୂଆଦିଲ୍ଲୀ: ଅନ୍ତରୀକ୍ଷ ଜଗତରେ ଆମେରିକା ଏବଂ ଋଷକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି ଭାରତ । ଭାରତର ସ୍ପେ ଏଜେନ୍ସି ଇସ୍ରୋ ବର୍ତ୍ତମାନ ଅନେକ ସଫଳତା ହାସଲ କରିସାରିଛି । ଗତ ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩…

ବାଦାମ ଖାଇବା ପରେ ଫିଙ୍ଗନ୍ତୁ ନାହିଁ ଏହାର ଚୋପା,ଜାଣନ୍ତୁ କ’ଣ ରହିଛି ଫାଇଦା

ଆଲମଣ୍ଡ ବା ବାଦାମ ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ଏହାର ଚୋପାରେ ବି ବହୁ ଫାଇଦା ରହିଛି ଯାହା ଆପଣଙ୍କ ମଧ୍ୟରୁ ଖୁବ୍ କମ୍ ଜାଣିଥିବେ । ରାତିରେ ପାଣିରେ ଭିଜାଇ ଏହାକୁ ସକାଳେ…

୨ ଦିନରେ ମାଲାମାଲ ହେବେ ଏହିସବୁ ରାଶିର ବ୍ୟକ୍ତି: ଚନ୍ଦ୍ରମା-ଶୁକ୍ରଙ୍କ କୃପାରେ ମିଳିବ ଖୁସି ଖବର

ଓଡ଼ିଶା ଭାସ୍କର: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୯ ଗ୍ରହରେ ଚନ୍ଦ୍ରମା ସବୁଠାରୁ ଦ୍ରୁତ ବେଗରେ ଗତି କରିଥାନ୍ତି । ମାତ୍ର ଅଢେଇ ଦିନରେ ରାଶି ପରିବର୍ତ୍ତନ କରନ୍ତି ଚନ୍ଦ୍ରମା ଗ୍ରହ । ଏହି ସମୟ ମଧ୍ୟରେ ସେ ଅନ୍ୟ…

DeepFake Scamରୁ ବଞ୍ଚିବାର ମନ୍ତ୍ର ଦେଲେ PM ମୋଦୀ: AI କୁ ନେଇ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ଡିପ୍ ଫେକ୍ ଭଳି ବିଭିନ୍ନ ସ୍କାମରୁ କିପରି ରକ୍ଷା ମିଳିପାରିବ, ସେ ନେଇ ସମସ୍ତଙ୍କମ ମୁଣ୍ଡରେ ଘାରିଛି ଚିନ୍ତା ।…

(video)ଏକାସଙ୍ଗେ ୪ କନ୍ୟାଙ୍କୁ ବାହାହେଲେ ଏହି ଯୁବକ, ଭାଇରାଲ୍ ହେଲା ବାହାଘର ସମୟର ଦୃଶ୍ୟ

ବିବାହରେ ୨ ଲୋକ ଓ ୨ ପରିବାରର ମିଳନ ହୋଇଥାଏ । କିନ୍ତୁ ଏବେ ତ ସମାଜରେ ବିବାହର ଚିତ୍ର ବଦଳି ଗଲାଣି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବର ସହିତ ୪ କନ୍ୟା ଅଗ୍ନି ଚାରିପଟେ ୭…

ଏହିସବୁ ଅଭ୍ୟାସ ଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ମିଳିବନି ଅନୁମତି! କ’ଣ ରହିଛି ମନ୍ଦିରର ନୂଆ ନିୟମ?

ପୁରୀ: ନୂଆବର୍ଷରେ ନୂଆ ରୂପ ନେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର । ଶ୍ରୀମନ୍ଦିରରେ ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣିବେ ପ୍ରଶାସନ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଭକ୍ତଙ୍କ ପାଇଁ ଅନେକ କଟକଣା ଲାଗୁ…

(video)ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ବନ୍ଧୁର ଜୀବନ , ଭିଡିଓ ଦେଖି ଯମରାଜ ବି ହୋଇଗଲେ ଇମୋସନାଲ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟିକୁ ଦେଖିବା ପରେ ଆପଣ ବି ଇମୋସନାଲ ହୋଇଯିବେ ଓ ନିଜ ସାଙ୍ଗକୁ ଟ୍ୟାଗ୍ କରିବାକୁ ଲାଗିବେ । ଏହି ଦୁନିଆରେ ସବୁ ସମ୍ବନ୍ଧ ଯେପରିକି…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉଭା ହେବେ ‘ରାମ-ସୀତା’: ସାରା ଦେଶରେ କଳସ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ କୋଟି କୋଟି ଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରାଣ ପତିଷ୍ଠା । ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀରେ…

ଡାଇବେଟିସ୍ ରୋଗୀଙ୍କ ଲାଗି ଆସିଲା ଖୁସି ଖବର, ଏବେ ସହଜରେ ଘା’ ଶୁଖାଇବ ଏହି ବ୍ୟାଣ୍ଡେଜ୍‌

ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ଶରୀରରେ କୌଣସି କ୍ଷତ ବା ଘା’ ସୃଷ୍ଟି ହେଲେ ତାହା ଶୁଖିବାକୁ ବହୁତ ସମୟ ଲାଗିଥାଏ । କିନ୍ତୁ ଆଗକୁ ଏପରି ଆଉ ହେବ ନାହିଁ । କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜ୍‌ରେ…

ବଲିଉଡ଼କୁ ଅଲବିଦା କହିଲେ ‘ଜୁନିୟର ମହମ୍ମୁଦ’, ଏହି ନାଁ ପଛରେ କ’ଣ ରହିଛି କାହାଣୀ ?

‘ବ୍ରହ୍ମଚାରୀ’, ‘ଗୁରୁ ଔର ଚେଲା’, ‘ଆନ୍ ମିଲୋ ସଜନା’, ‘ହାଥୀ ମେରେ ସାଥି’, ‘କଟି ପତଙ୍ଗ୍‌’, ‘ହରେ ରାମ ହରେ କୃଷ୍ଣ’, ‘ବମ୍ବେ ଟୁ ଗୋଆ’, ‘କାରୱାଁ’, ‘ମେରା ନାମ ଜୋକର’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି…