ବ୍ୟାଙ୍କରୁ ବି ଅଧିକ ଟଙ୍କା ମିଳିଲା ଏହି କଂଗ୍ରେସ ସାଂସଦଙ୍କ ଆଲମିରାରୁ, ଗଣିବା ବି ହୋଇଯିବ ମୁସ୍କିଲ

ରାଞ୍ଚି: ଝାରଖଣ୍ଡର କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୁ ବହୁ ପରିମାଣରେ କ୍ୟାସ୍ ଜବତ ହୋଇଛି । ଟଙ୍କା ଭର୍ତ୍ତି ଏପରି ଏକ ଆଲମିରାର ସନ୍ଧାନ ମିଳିଛି ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ଏହା…

ଗୁଗଲର Gemini AI ଆପଣଙ୍କ ସବୁ ସମସ୍ୟାର ସମାଧାନ ଖୋଜିଦେବ, କେମିତି କାମ କରିବ ଜାଣିନିଅନ୍ତୁ

ନୂଆଦିଲ୍ଲୀ:ଗୁଗୁଲ ଏହାର ନୂଆ ଏଆଇ ଟୁଲ୍ ଜେମିନି ଲଞ୍ଚ କରିଛି । ଏହି ଟୁଲ୍ ଲଞ୍ଚ କରିବା ପରେ ଗୁଗଲ ଏଆଇର ନୂଆ ଯୁଗ ଆରମ୍ଭ କରିଛି । ଏହି ଜେମିନି ଏଆଇ ଆପଣଙ୍କ ପାଇଁ ଜଣେ ପର୍ସନାଲ ଆସିଷ୍ଟାଣ୍ଡ ଭାବରେ କାମ କରିବ ।…

ସିଇଓ ଅଫ୍ ଦି ଇୟର ହେଲେ ସାମ୍ ଅଲ୍‌ଟମ୍ୟାନ୍‌, ପ୍ରଶଂସାରେ ପୋତି ପକାଇଲେ ବିଲ୍ ଗେଟସ୍‌

ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍ ପକ୍ଷରୁ OpenAIର ପ୍ରତିଷ୍ଠାତା ସାମ୍ ଅଲ୍‌ଟମ୍ୟାନଙ୍କୁ ସିଇଓ ଅଫ୍ ଦି ଇୟର ଭାବରେ ଚୟନ କରାଯାଇଛି । ଦେଖିବାକୁ ଗଲେ ଚଳିତ ବର୍ଷ ଚାଟ୍ ଜିପିଟି ଓ ସାମ୍ ଅଲ୍‌ଟମ୍ୟାନଙ୍କ ବର୍ଷ ହିଁ ରହିଛି…

ପ୍ରତି ୩ ମାସରେ ଥରେ ଆସୁଛି ହୃଦଘାତ; ତଥାପି ଜୀବିତ ରହିଛନ୍ତି ମହିଳା,ଡାକ୍ତର ବି ଆଶ୍ଚର୍ଯ୍ୟ

ମୁମ୍ବାଇ: ଆମ ସମସ୍ତଙ୍କ ଧାରଣା ହୃଦଘାତ ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପୀଡିତକୁ ନିଜ ଜୀବନକୁ ବଞ୍ଚାଇ ରଖିବାର ଅଧିକ ସୁଯୋଗ ଦେଇ ନ ଥାଏ । ଅର୍ଥାତ୍ ଥରେ ହୃଦଘାତରେ ଶିକାର ହେଲେ ବ୍ୟକ୍ତିର ଜୀବନ ପ୍ରତି ପ୍ରତି…

ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀଙ୍କୁ କରାଗଲା ସମ୍ମାନିତ, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ଦଳ ବୈଠକେରେ ଗୁରୁବାର ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଭଲ ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ବିଧାନସଭା ନିର୍ବାଚନରେ…

ଏହି ୩ ରାଶିଙ୍କ ଲାଗି ବହୁତ ଭଲ ରହିବ ୨୦୨୩ର ଶେଷ ଭାଗ, ବଢିବ ବ୍ୟାଙ୍କ ବାଲାନ୍ସ

୨୦୨୩ରେ ସୂର୍ଯ୍ୟଙ୍କ ଶେଷ ରାଶି ପରିବର୍ତ୍ତନ ଡିସେମ୍ବର ୧୬ରେ ହେବାକୁ ଯାଉଛି । ଏହିଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ ଓ ଏଠାରେ ୧୫ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ରହିବେ । ଜ୍ୟୋତିଷ ଗଣନା ଅନୁସାରେ ସୂର୍ଯ୍ୟଙ୍କ…

ମୃତକଙ୍କ ହାଲଚାଲ ବୁଝିପାରୁଛନ୍ତି ଏଠିକାର ଲୋକେ, ୧୦ ବର୍ଷର ବାଳିକାର ପ୍ରସ୍ତାବ କରିପାରିଛି ଏହା ସମ୍ଭବ

ନୂଆଦିଲ୍ଲୀ: ଖବରଟି ଆପଣଙ୍କୁ ଝଟକା ଦେବ ନିିଶ୍ଚୟ । କିନ୍ତୁ ଏହା ସଂପୂର୍ଣ୍ଣ ସତ ଖବର ଯାହାର କେବେ କେହି କଳ୍ପନା ବି କରିପାରିବେ ନାହିଁ । ବ୍ରିଟେନରେ ରହୁଥିବା ଏକ ୧୦ ବର୍ଷର ବାଳିକା ଲାଗି ଏହା ସମ୍ଭବ ହୋଇଛି ।…

ରାସ୍ତାରେ ଟଳମଳ ହେଲେ ସନ୍ନି ଦେଓଲ,ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ଦିର୍ଘ ଦିନର ଅନ୍ତରାଳ ପରେ ‘ଗଦର-୨’ ମାଧ୍ୟମରେ ସନ୍ନି ଦେଓଲଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା । ଅନିଲ ଶର୍ମାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ନର୍ଦ୍ଦେଶିତ ‘ଗଦର-୨’କୁ ଲୋକମାନେ ବେଶ ପସନ୍ଦ କରିଥିଲେ ।…

ସୂର୍ଯ୍ୟରେ ସୃଷ୍ଟ ଗର୍ତ୍ତରୁ ପୃଥିବୀ ଆଡକୁ ମାଡି ଆସୁଛି ଉତ୍ତପ୍ତ ସୌର ଲହରୀ, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: ସୂର୍ଯ୍ୟ ପୃଷ୍ଠରେ ଏକ ବିରାଟ ଛିଦ୍ର ନଜର ଆସିଛି । ଏହି ଛିଦ୍ରର ଚଉଡା ୮ ଲକ୍ଷ କିଲୋମିଟର ଅର୍ଥାତ୍ ଏହି ଛିଦ୍ର ମଧ୍ୟରେ ଆମ ପୃଥିବୀ ପରି ୬୦ଟି ପୃଥିବୀ ରହିଯିବ । ଚିନ୍ତାର କାରଣ ହେଉଛି ଏହି ଛିଦ୍ର…

ଦେଶର ପ୍ରଥମ ସାଧୁ ଭାବେ ସେ ରାଜନୀତିରେ ଯୋଗ ଦେଇଥିଲେ, ତାଙ୍କୁ ‘ଧର୍ମସମ୍ରାଟ’ର ଉପାଧି ମିଳିଥିଲା

ସ୍ୱାଧୀନତା ପୂର୍ବରୁ ଦେଶରେ ଜଣେ ସାଧୁଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଥିଲା । ତାଙ୍କୁ ଦେଶର ଜଣେ ମହାନ ସାଧୁ ଭାବରେ ବିବେଚନା କରାଯାଉଥିଲା । ତାଙ୍କ ନାଁ ହେଲା ସ୍ୱାମୀ କରପାତ୍ରୀ ମହାରାଜ । ସେ ବରାଣାସୀରେ…