ଇମରାନ ଖାନ୍ଙ୍କୁ ସାରା ଜୀବନ ଜେଲ୍ରେ ରଖିବା ଲାଗି ପ୍ରସ୍ତୁତି ଶେଷ, ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ସାରା ଜୀବନ ଜେଲ୍ରେ ରଖିବା ଲାଗି ପ୍ରସ୍ତୁତି ଶେଷ ହୋଇଯାଇଛି । ସାଇଫର କେଶ୍ରେ ଇମରାନ୍ ଖାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇଯାଇଛି ।…