CHARIDHAM

ଇଂଲଣ୍ଡ ଉପରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଚମ୍ପିଆନକୁ ୨୨୯ ବିଶାଳ ବ୍ୟବଧାନରେ ଦେଲା ଚକମା

ନୂଆଦିଲ୍ଲୀ: ପୂର୍ବ ଚମ୍ପିଆନ ଇଂଲଣ୍ଡକୁ ଏକ ବିଶାଳ ବ୍ୟଧାନରେ ଚକମା ଦେଇଛି ଦକ୍ଷିଣ ଆଫ୍ରିକା । ବିଶ୍ୱକପର ୨୧ତମ ମ୍ୟାଚରେ ନିଜର ଦମ୍ ଦେଖାଇଛି ସାଉଥ ଆଫ୍ରିକା । ମାତ୍ର ୧୭୦ ରନରେ ଇଂଲଣ୍ଡକୁ ଅଳ ଆଉଟ କରି ବିଶ୍ୱକପରେ…

IND vs NZ ମ୍ୟାଚ ପୂର୍ବରୁ ଜାଡେଜା ବି ଆହତ: Playing-11କୁ ନେଇ ଚିନ୍ତାରେ ରୋହିତ

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱକପରେ ଏକ ମହାମୁକାବିଲା ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ଦୁଇ ଅପରାଜେୟ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ଭିତରେ ହେବ କଡ଼ା ଟକ୍କର । ତେବେ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ଆହତ ହୋଇ ଦଳରୁ…

ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା ‘TEJ’: ଭାରତରେ ରଚିବ ମହାତାଣ୍ଡବ!

ନୂଆଦିଲ୍ଲୀ: ଆଗାମୀ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ବାତ୍ୟାରେ ପରିଣତ ହେଉଛି । ରବିବାର ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଓୱେସିଙ୍କ ପ୍ରତିକ୍ରିୟା; ‘୮୦ ବର୍ଷ ଧରି ପାଲେଷ୍ଟାଇନ ମାଟିରେ ରହିଛି ଇସ୍ରାଏଲ’

ହାଇଦ୍ରାବାଦ: (ଓଡ଼ିଶା ଭାସ୍କର) ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଇସ୍ରାଏଲ ଉପରେ ଆଣିଛନ୍ତି ଅଭିଯୋଗ । ଇସ୍ରାଏଲ ଗତ ୮୦ ବର୍ଷ ଧରି ପାଲେଷ୍ଟାଇନ୍ ଜମି ଦଖଲ କରି ଆସୁଛି ବୋଲି…

(Video) କିପରି ବୃଦ୍ଧି ପାଇବ ଯୌନ କ୍ଷମତା? ମୋଗଲ ସାମ୍ରାଜ୍ୟରେ ଏପରି କରୁଥିଲେ ସମ୍ରାଟ…

ନୂଆଦିଲ୍ଲୀ: ମୋଗଲମାନେ ଭାରତକୁ ଅନେକ ବର୍ଷ ଧରି ଶାସନ କରିଥିଲେ। ମୋଗଲ ଶାସନ କାଳ ବିଷୟରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି । ଏହି ସବୁ ପୁସ୍ତକରେ ମୋଗଲ ମାନଙ୍କ ଜବୀନଶୈଳୀକୁ ନେଇ ବହୁତ କିଛି ତଥ୍ୟ ଦେଖିବାକୁ ମିଳେ ।…

(video)ମୁଣ୍ଡ ଉପରେ ୩୧୯ ଗ୍ଲାସ ରଖି ଧୀମା ନୃତ୍ୟ କଲେ ବ୍ୟକ୍ତି, ଗିନିଜ୍ ୱାର୍ଲ୍ଡ ରେକର୍ଡ ସେୟାର କଲା ଭିଡିଓ

ନୂଆଦିଲ୍ଲୀ: ଆମ ଏହି ବିଶ୍ୱରେ ଏପରି ବହୁ ଅସମ୍ଭବ କାର୍ଯ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ ଯାହାକୁ ଆମେ ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏହିସବୁ ଅସମ୍ଭବ କାର୍ଯ୍ୟକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ କେର୍ଡରେ ସ୍ଥାନ…

World Cup 2023; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତରେ ହେବ ‘ସୂର୍ଯ୍ୟ’ ଉଦୟ! ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ କିଏ?

ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳରୁ ବାଦ୍ ପଡ଼ିଛନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଗୋଡ଼ରେ ଆଘାତ ପାଇଁ ସେ ଖେଳ ମଝିରୁ ହିଁ ପାଭିଲିୟନ୍ ଫେରି…

କେବେ ବି କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଖାଦ୍ୟ ଜିନିଷ; ନହେଲେ ପିଢ଼ି ପିଢ଼ି ଧରି ରହିବ ଋଣ….

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଖାଦ୍ୟ ସାମଗ୍ରୀକୁ କେବେ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ । ଏହାକୁ ନେବା ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷକୁ ଧାର ଆଣିବା…

ଜ୍ୟୋତିଷ ନୁହଁନ୍ତି ଟାଇମ୍ ଟ୍ରାଭେଲର୍ସ କଲେ ବଡ ଭବିଷ୍ୟବାଣୀ, ଏକ ଫଳ ହିଁ ମଣିଷର ଜୀବନକାଳକୁ ୨୦୦ ବର୍ଷ ପର୍ଯ୍ୟନ୍ତ ବଢାଇଦେବ

ନୂଆଦିଲ୍ଲୀ: ଆମ ଦେଶରେ ଜ୍ୟୋତିଷୀୟ ଗଣନା ଦ୍ୱାରା ଭବିଷ୍ୟତର ଆକଳନ କରାଯିବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି । କିଛି ଲୋକ ଟେରା କାର୍ଡ ଜରିଆରେ ବି ଭବିଷ୍ୟତ ଗଣନା କରିଥାନ୍ତି । କିନ୍ତୁ ଏବେ ଭବିଷ୍ୟତ ଗଣନା…

ଜଳପରୀ ନା ଏଲିୟନ୍? ସମୁଦ୍ର କୂଳରେ ଲାଗିଲା ରହସ୍ୟମୟୀ ଜୀବ: ଭେଦ ପାଉନାହାନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ବିଭିନ୍ନ ସ୍ଥାନରେ ଜୀବଜଗତ ରହିବା ସମ୍ଭବ କି ନୁହେଁ, ତାହାକୁ ନେଇ ରିସର୍ଚ୍ଚ ଜାରି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଭେଦ କରିପାରି ନାହାନ୍ତି ଏକ୍ସପର୍ଟ । ତେବେ ସମୁଦ୍ର…