(Video) ରିଲ୍ସ ଷ୍ଟାରଙ୍କ ପ୍ରେମରେ ପାଗଳ ଟ୍ରକ୍ ଡ୍ରାଇଭର…’ତୁମେ ଅସୁସ୍ଥ ଅଛ ମୁଁ ଟ୍ରକ୍ ଚଳାଇପାରୁନି…’
ଓଡ଼ିଶା ଭାସ୍କର: ଯେବେ ଠୁ ରିଲ୍ସ ଷ୍ଟାର ସଂଚିତାଙ୍କୁ ପ୍ରଥମ ଥର ପାଇଁ ମୁଁ ଫୋନ୍ରେ ଦେଖିଥିଲେ । ମୋ ଆଖି ଲାଖି ଯାଇଥିଲା । ଆଉ ସେବେ ଠାରୁ ମୋ ମନ ତାଙ୍କ ପାଖରେ ଲାଗିଗଲା । ସଂଚିତାଙ୍କ ପାଇଁ ହୃଦୟରେ ଘର କରି ରଖିଛି…