ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେଣ୍ଟରରେ ରହିଛି ୧୦ଟି ବିଭାଗର ସ୍କିଲ…

ଦେଓଗଡ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନରେ ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି। ଏହି ଅବସରରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଜିଲ୍ଲା ବିଜେପି…

ଅଗଷ୍ଟରେ ବନ୍ଦ ହୋଇଯିବ Gmail? ଜାଣନ୍ତୁ, କ’ଣ କହିଲା କମ୍ପାନୀ କତୃପକ୍ଷ

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗଲର ଲୋକପ୍ରିୟ ଇମେଲ୍ ସେବା ଜିମେଲ୍ (Gmail) ବନ୍ଦ ହୋଇଯିବ। ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନେକ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଚର୍ଚ୍ଚାକୁ ନେଇ ବର୍ତ୍ତମାନ କମ୍ପାନୀ କତୃପକ୍ଷ…

ମାର୍ଚ୍ଚ ୧୨ ତାରିଖରୁ ଲାଗୁ ହେବ କୋଡ଼ ଅଫ୍ କଣ୍ଡକ୍ଟ, ଏପ୍ରିଲ ୧୯ରେ ନିର୍ବାଚନ!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ସେହିପରି ନିର୍ବାଚନ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ସମସ୍ତ ରାଜ୍ୟ…

ଅମ୍ବାନୀଙ୍କ ପୁଅ Pre-wedding ଉତ୍ସବ, ଯୋଗ ଦେବେ ବିଲ୍ ଗେଟ୍ସ ଏବଂ ମାର୍କ ଜୁକରବର୍ଗ!

ଓଡ଼ିଶା ଭାସ୍କର: ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି। ଏଣୁ ଏହାକୁ ନେଇ ରାଜକୀୟ ଢଙ୍ଗରେ ଏକ ପ୍ରି-ୱେଡିଂ ଉତ୍ସବ ଆୟୋଜନ…

ସରକାରଙ୍କ ପାଖରେ ଯଦି ଇଚ୍ଛା ଓ ଅର୍ଥ ଅଛି ସେ ଅନ୍ୟ କେଉଁଠି ନୂଆ ଷ୍ଟାଡିୟମ ନିର୍ମାଣ କରନ୍ତୁ: ବିଧାୟକ ମହମ୍ମଦ ମୋକିମ

କଟକ: ନବକଳେବର ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ। କାରଣ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ତେବେ ୧୯୫୨ ମସିହାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ…

ଯାଜପୁର: ଝାଡ଼ା ବାନ୍ତିରେ ୫୦ରୁ ଅଧିକ ଜଣ ଆକ୍ରାନ୍ତ, ହଠାତ ଏପରି ହେବାର କାରଣ ଅସ୍ପଷ୍ଟ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ପ୍ରାୟ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ଲକ୍ଷ୍ମୀ ନଗର, ଚୋରଦା, ଗୁରୁସାହି,…

ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କଲା ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’

ୱାଶିଂଟନ: ପୁଣିଥରେ ଚନ୍ଦ୍ରପୃଷ୍ଠରେ ପାଦ ରଖିଲା ଆମେରିକା । କାରଣ ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଦୀର୍ଘ ପ୍ରାୟ ୫୦ ବର୍ଷ ପରେ ରୋବୋଟିକ…

ଢେଙ୍କାନାଳ: ଦମକଳ କେନ୍ଦ୍ରରେ ପଶିଲା ଭାଲୁ, କ୍ୟାମେରାରେ ଦୃଶ୍ୟ କଏଦ

ଓଡ଼ିଶା ଭାସ୍କର: ଦମକଳ କେନ୍ଦ୍ର ଭିତରେ ପଶିଲା ଭାଲୁ। ଢେଙ୍କାନାଳ ଜିଲ୍ଲାର ଭୁବନ ଦମକଳ କେନ୍ଦ୍ରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ୱିତ ରାତିରେ ଏକ ଭାଲୁ ଦମକଳ କେନ୍ଦ୍ର ଆଗରେ ବୁଲୁଥିବା…

ଖୁସି ଖବର: ବାହାଘର ସିଜନ ଭିତରେ ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଏଣୁ ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ଆଉ ସୁନାଗହଣା କିଣିବା ଆଗରୁ ଆଜି…

ବରଗଡ଼: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଓଡ଼ିଶା ଭାସ୍କର: ବରଗଡ଼ ପାଇକମାଳ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଫଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ଏହାକୁ ନେଇ କମ୍ବିଂ ଅପରେସନ ମଧ୍ୟ ଜାରି ହୋଇଛି।…