ଅନ୍ଧାର ହେଲେହିଁ ମଶା କାମୁଡ଼େ, କ’ଣ ରହସ୍ୟ ? ପଢ଼ନ୍ତୁ

ନୂଆଦିଲ୍ଲୀ: ମଶା କାମୁଡ଼ିବା ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ। ମୁଖ୍ୟତଃ ରାତିରେ ଶୋଇବା ସମୟରେ ଯଦି ମଶା ହଇରାଣ କରନ୍ତି ତା’ହେଲେ ତ ଆହୁରି ଅସୁବିଧା । ବେଳେବଳେ ମଶା ମାରିବାକୁ ଯାଇ ନିଜ ଉପରେ ମଧ୍ୟ ଚାପୁଡ଼ା ପଡ଼ିଯାଏ…

ମିସ୍ କଲ୍‌ରେ ବୁକ୍ ହେବ ଏଲ୍‌ପିଜି ସିଲଣ୍ଡର, ଜାଣନ୍ତୁ ନମ୍ବର

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ୍‌ ବୁକ୍ କରିବା ଏବେ ଆହୁରି ସହଜ ହେବ । କେବଳ ଗୋଟିଏ କଲ୍‌ରେ କରିପାରିବେ ଗ୍ୟାସ୍‌ ବୁକିଂ । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାର ଦ୍ୱାରା ଗ୍ୟାସ୍‌ ବୁକିଂ କରିବାକୁ ପଡ଼ୁଥିଲା ଫଳରେ ଅନେକ…

ହାତ ମିଳାଇଲେ ହେଲେ ମନ ମିଶିବ କେବେ ? ପ୍ରଥମ ଥର ପରସ୍ପରକୁ ଭେଟିଲେ ପୁଟିନ-ବାଇଡେନ୍

ଜେନେଭା : ସ୍ଵିଜରଲାଣ୍ଡର ଜେନେଭାରେ ଚିର ପ୍ରତିଦ୍ଵନ୍ଦୀ ଆମେରିକା ଓ ରୁଷ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଜିନେଭା ଶିଖର ସମ୍ମିଳନୀ। ତେବେ ସଭିଙ୍କ ନଜର ଥିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରୁଷ ରାଷ୍ଟ୍ରପତି…

ଘର ସାମ୍ନାରୁ ଚୋରି ହୋଇଗଲା ଦେଢ଼ କୋଟିର କାର୍, ସ୍କୁଟରରେ ପିଛା କଲେ ମାଲିକ ଆଉ ତା’ପରେ…

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଯଦି ଆପଣ ଘରେ ବସିଛନ୍ତି ଆଉ ଏହି ସମୟରେ ଆପଣ ଶୁଣିବେ ଯେ ଆପଣଙ୍କ କାର ଷ୍ଟାର୍ଟ ହେଉଛି । ପ୍ରଥମେ ଆପଣ ନିଶ୍ଚୟ ଟିକେ ଭାବିବେ, ଏହାପରେ ନିଜକୁ ସାନ୍ତ୍ୱନା ଦେବା ପାଇଁ ନିଶ୍ଚିତ ନିଜ…

ଗଙ୍ଗାନଦୀରେ ଭାସୁଥିଲା, ଉଦ୍ଧାର ହେଲା ୨୧ ଦିନର ଶିଶୁକନ୍ୟା, ନାଁ ରଖାଗଲା ଗଙ୍ଗା

ଲକ୍ଷ୍ନୌ: ଗାଜୀପୁର ଜିଲ୍ଲାରେ ବୁଧବାର ଗଙ୍ଗାନଦୀରେ ଭାସୁଥିଲା ଏକ କାଠବକ୍ସ । ତେବେ ସେ ଭିତରୁ ୨୧ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା । ସୂଚନା…

‘ମୁଁ ଅନାଥ ହୋଇଗଲି’ ବୋଲି କହିଲେ ଚିରାଗ, କହିଲେ ଦଳ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ହୋଇଥିବା ମତାନ୍ତର ମଧ୍ୟରେ ଚିରାଗ ପାସୱାନ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିପକ୍ଷଙ୍କ ଉପରେ ଭାବପ୍ରବଣ ହୋଇ ରାଗ ଝାଡ଼ିଛନ୍ତି । ଚିରାଗ କହିଛନ୍ତି ଯେ ମୋ ବାପା…

ଶ୍ରଦ୍ଧାଳୁଙ୍କୁ ମନା ଶ୍ରୀମନ୍ଦିର, ବନ୍ଦ ରହିବ ୪୦ ଦିନ

ପୁରୀ(ଓଡ଼ିଶା ଭାସ୍କର): ଶ୍ରଦ୍ଧାଳୁଙ୍କୁ ମନା ଶ୍ରୀମନ୍ଦିର । ଜୁଲାଇ ୨୫ ଯାଏଁ ରହିବ ଏଭଳି କଟକଣା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ସୂଚନା…

ଝୁଲୁଛି +୨ ପିଲାଙ୍କ ଭାଗ୍ୟ! ବାରମ୍ବାର ବୈଠକ ପରେ ମଧ୍ୟ ବାହାରୁନି ନିଷ୍କର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବସିଲା ବୈଠକ । କିନ୍ତୁ ବାହାରି ପାରିଲାନି ନିଷ୍କର୍ସ । ଫଳରେ +୨ ଛାତ୍ରଛାତ୍ରୀଙ୍କ ଭାଗ୍ୟ କଣ ହେବ ବୋଲି ସାଧାରଣରେ ଚିନ୍ତା ଘାରିଛି । ଆଜି ୧୪ ଜଣିଆ ବୈଷୟିକ କମିଟି ବୈଠକ…

କୋଭାକ୍ସିନରେ ବାଛୁରୀ ସିରମ ? କଂଗ୍ରେସ ନେତାଙ୍କ ଟ୍ୱିଟ୍ ର ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ୱିତୀୟ ଲହର ଏହାର କାୟା ବିସ୍ତାର କରିଛି । ଅବଶ୍ୟ ଏବେ ସଂକ୍ରମଣ ହାରରେ ହ୍ରାସ ଘଟିଥିଲେ ବି ଟଳିନି ବିପଦ । ସେପଟେ କୋଭିଡ ଠାରୁ ଜିତିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।…

ମୋବାଇଲ ଟାୱାର ଉପରେ ଚଢ଼ିଯାଇଛନ୍ତି ଯୁବକ; କେଉଁଠି ଜାଣନ୍ତୁ ..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏସଏନଏଲ ଟାୱାରରେ ଚଢିଛି ଯୁବକ । ଝାରସୁଗୁଡା ସ୍ଥିତ ଏକାତାଲି ଗାଁରେ ଥିବା ବିଏସ୍ଏନଏଲ୍ ଟାୱାରରେ ଚଢିଥିବାର ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ…