ବେସରକାରୀ ହସ୍ପିଟାଲ ଗୁଡ଼ିକ ପାଇଁ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ମୂଲ୍ୟ ସମ୍ପର୍କରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ,…

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଚାପୁଡ଼ା ମାରିଲେ ଯୁବକ

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ଫ୍ରାନ୍ସର ଡ୍ରୋମ ଅଞ୍ଚଳର ଲୋକଙ୍କ ସହ ପଦଯାତ୍ରା ସମୟରେ…

ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୈଷ୍ଣୋ ଦେବୀ ବୋର୍ଡର କ୍ୟାସ କାଉଣ୍ଟର ନିକଟରେ ଏହି ହୋଇଛି। ଏହି ଅଗ୍ନିକାଣ୍ଡରେ କୌଣସି…

ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ…

ନୂଆଦିଲ୍ଲୀ : କର ପୈଠରେ କରଦାତାଙ୍କୁ ଆହୁରି ଉନ୍ନତମାନର ସୁବିଧା ଦେବା ପାଇଁ ଆୟକର ବିଭାଗର ନୂତନ ଇନକମ ଟ୍ୟାକ୍ସ ଇ-ଫାଇଲିଂ ପୋର୍ଟାଲ ସୋମବାର ରାତିରେ ଲଞ୍ଚ ହୋଇଥିଲା। ଏହା ପୂର୍ବ ପୋର୍ଟାଲ ଅପେକ୍ଷା ଟ୍ୟାକ୍ସ…

ସହକର୍ମୀଙ୍କ ଦୁଃଖ ବୁଝିଲେ, ବାଣ୍ଟିଲେ ରନ୍ଧା ଖାଦ୍ୟ

କଟକ(ଓଡ଼ିଶା ଭାସ୍କର): ସବୁଠି କରୋନାର ଭୟ । କରୋନାକୁ ନେଇ ଚିନ୍ତା । ସେଥିଲାଗି ନାହିଁନଥିବା ହଟହଟା । କଡ଼ା କଟକଣା ଓ ଲକଡାଉନ୍ ଯୋଗୁ ଅନେକ ଲୋକ କାମଧନ୍ଦା ନପାଇ ଭୋକ ଉପାସରେ ରହୁଛନ୍ତି । ଏଭଳି ସଂକଟ ସ୍ଥିତିରେ ନିଜ…

ହରର୍ ଫ୍ଲାଟରୁ ଉଦ୍ଧାର ହେଲେ ୭ ପିଲା, ଫେରିବା ପରେ ଏମିତି ଥିଲା ସେମାନଙ୍କ ଅବସ୍ଥା

ବ୍ରାଜିଲ୍: ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ଅନେକ ହରର୍ ବା ଭୟଙ୍କର ସ୍ଥାନ ରହିଛି । ଯେଉଁଠି ଭୁତ ରହିଥିବା ବିଶ୍ୱାସ କରାଯାଏ । ତେଣୁ ସେଠାକୁ ଯିବାକୁ କେହି ସହଜରେ ରାଜି ହୁଅନ୍ତି ନାହିଁ । ଆଉ ଯଦି ଭୁତ ସତରେ ଅଛି…

ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ଦ ମାଉଣ୍ଟେନ୍ ହକି ‘

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହକି ପ୍ରେମୀଙ୍କ ସମେତ ସମସ୍ତ ଓଡ଼ିଆଙ୍କ ପାଇଁ ଖୁସି ଖବର । ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ "ମାଉଣ୍ଟେନ୍ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା' ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ରେ…

ବୃଦ୍ଧି ପାଉଛି ପେଟ୍ରୋଲ ଦର, VJTI ଛାତ୍ର ତିଆରି କଲେ ବ୍ୟାଟେରି ସାଇକେଲ

ମୁମ୍ବାଇ: ପେଟ୍ରୋଲ-ଡିଜେଲର ଦାମ ଯେଉଁଭଳି ବୃଦ୍ଧି ପାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଜଣେ ଯୁବକ ତିଆରି କରିଛନ୍ତି ବ୍ୟାଟେରି ସାଇକେଲ । ଯାହାକି ସମ୍ପୂର୍ଣ୍ଣ…

କୋଭିଡ୍ କଟକଣା ଭିତରେ ପାଳନ ହେବ ଶୀତଳଷଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କଟକଣା ଭିତରେ ପାଳନ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ବିନା ରୋଶଣିରେ ହେବ ଶୀତଳଶଷ୍ଠୀ ପର୍ବ । ମାତ୍ର ୭ ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ…

ପଜିଟିଭିଟି ହାର କମୁଛି, ରିକଭରି ହାର ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଦେଶର ୧୫ଟି ରାଜ୍ୟରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି । ଗତ ଏକ ସପ୍ତାହରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ…