ଦେଶକୁ ମିଳିଲା ଆଶ୍ୱସ୍ତି, ୬୧ଦିନରେ ସବୁଠୁ କମ୍ ନୂଆ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶ ନୟାନ୍ତ ହୋଇଗଲାଣି । ତେବେ ଗତ କିଛିଦିନ ହେବ ସଂକ୍ରମଣ ନିୟନ୍ତ୍ରଣ ହେବାକୁ ଲାଗିଛି । ଫଳରେ କରୋନା ସଂକ୍ରମଣ ଗ୍ରାଫ୍ ଖସିଛି ଏବଂ ଗତ ୬୧ ଦିନ ମଧ୍ୟରେ ଦେଶକୁ ମିଳିଛି ଏକ ବଡ଼…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଧ୍ୟା ୫ଟା ସମୟରେ ସେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ମୃତକଙ୍କ…

ନୃଶଂସ ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀ ଓ ପିଲାଙ୍କୁ କୂଅକୁ ଠେଲିଦେଇ ଫେରାର୍

ଛତ୍ରପୁର(ଓଡ଼ିଶା ଭାସ୍କର): ପୁଅ ସନ୍ତାନ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ । ସ୍ତ୍ରୀର ପୁଅ ଜନ୍ମ ନହେବାରୁ ରାଗିଯାଇ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏଥିରେ ଜଣେ ଆଠ ବର୍ଷର ଝିଅର…

ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…

ଆଜି ଏୟାରଲିଫ୍ଟ ହେବେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ…

କରୋନାର ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଜାରି ରହିଛି । କିଛି ଦିନ ହେବ ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏହି ସମୟରେ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା…

ବେଲୁଚିସ୍ତାନରେ ହିନ୍ଦୁ ବ୍ୟବସାୟୀଙ୍କୁ ମିଳୁଛି ହତ୍ୟା ଧମକ, ଭୟରେ ଦୋକାନ ବଜାର ଖୋଲୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଯାହା ଏବେ ସୀମା ପାର୍ କରିଛି । ବାରମ୍ବାର ହିନ୍ଦୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଯାହା ଫଳରେ ସେମାନେ…

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

ନୂଆଦିଲ୍ଲୀ: ଫଙ୍ଗସ୍ ଏବଂ ଟିକାକୁ ନେଇ ଦେଶରେ ବିଭିନ୍ନ ପ୍ରକାରର ଅଧ୍ୟୟନ ଜାରି ରହିଛି । ଏହାରି ମଧ୍ୟରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ୧୨ ରାଜ୍ୟର ୧୯ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ…

ରାଜଧାନୀରେ ଆରମ୍ଭ ହେଲା ଅନଲକ୍, ଜାଣନ୍ତୁ କଣ ଖୋଲିବ…

ଭୁବନେଶ୍ୱର: ଦୀର୍ଘ ଦିନ ପରେ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଚାରିଆଡ଼େ ପଡ଼ିଥିବା ତାଲା ଖୋଲିବା ପ୍ରକ୍ରିୟା ହେଲା ଆରମ୍ଭ । ରାଜଧାନୀରୁ ଆରମ୍ଭ ହୋଇଛି ଏହି ଅନଲକ୍ ଉଦ୍ୟମ । ତେବେ…

ରାଶିଫଳ (ସୋମବାର ,୦୭ ଜୁନ ,୨୦୨୧)

ମେଷ - ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ - ଆଜି ଆପଣଙ୍କ ମନ…