୫ଜି ନେଟୱର୍କ: ଜୁହି ଚାୱଲାଙ୍କ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଲଗାଇଲେ ୨୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ଦାୟର କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯାଚିକାରେ ୫ଜି ନେଟୱର୍କର ରେଡିଏସନ ଦ୍ୱାରା ମନୁଷ୍ୟ, ଜୀବଜନ୍ତୁ…

୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା, ବ୍ରିଟେନ୍ ସରକାରଙ୍କ ବଡ଼ ଘୋଷଣା

ଲଣ୍ଡନ: କରୋନା ମହାମାରୀର ଦ୍ୱିତୀୟ ଲହର ବ୍ୟାପୁଥିବା ବେଳେ ଏହା ମଧ୍ୟରେ ବୈଜ୍ଞାନିକ ମାନେ ତୃତୀୟ ଲହର ବ୍ୟାପିବା ସଂକ୍ରାନ୍ତରେ ଆଗୁଆ ସଚେତନ କରିସାରିଲେଣି । ଏଥିରେ ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ବିପଦ ଥିବା…

ପିଲାଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହେବ ଫାଇଜର୍ ଟିକା, ଜାଣନ୍ତୁ କଣ କହିଲେ AIIMS ମୁଖ୍ୟ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଛି କରୋନାରୁ ମୁକ୍ତି ପାଇବାର ଚିନ୍ତା । ସରକାରଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମହାମାରୀ କବଳରୁ ମୁକୁଳିବାକୁ ଉପାୟ ଖୋଜୁଛନ୍ତି । ଇତିମଧ୍ୟରେ ଦେଶରେ ଚାଲିଛି…

ଜନ୍ମଦିନ ଉତ୍ସବରେ ନାଚୁଥିଲେ ବାର୍ ଗାର୍ଲ, ରାତିରେ ପହଞ୍ଚିଲା ପୋଲିସ; ତା’ପରେ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏପର୍ଯ୍ୟନ୍ତ କମିନାହିଁ । ତୃତୀୟ ଲହରର ଆଶଙ୍କା ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ଭାଇରସର ପ୍ରକୋପ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଜାରି ରହିଛି । କିନ୍ତୁ…

ପ୍ରଥମ ଥର ପାଇଁ ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ କରିବେ ସ୍କ୍ରିନ୍ ସେୟାର୍, ହରର୍ କମେଡି ଫିଲ୍ମରେ ଆସିବେ ନଜର

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଉପରେ ବିଭିନ୍ନ କ୍ୟାରେକ୍ଟରକୁ ନେଇ ଏକ୍ସପେରିମେଣ୍ଟ କରନ୍ତି । ତେବେ ଆଗକୁ ଆସୁଥିବା ତାଙ୍କର ଆଉ ଏକ ଫିଲ୍ମରେ ସେ କିଛି ଅଲଗା କରିବାକୁ ଯାଉଛନ୍ତି । ସେ ଏବେ…

ଏସପି ବାଲସୁବ୍ରମଣ୍ୟମଙ୍କ ୭୫ତମ ଜନ୍ମବାର୍ଷିକୀ, ସ୍ମୃତିଚାରଣ କରୁଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ: ଆଜି ହେଉଛି କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମ୍ ଙ୍କ ୭୫ତମ ଜନ୍ମବାର୍ଷିକୀ । ସେ ଅନେକ ମନଲୋଭା ଗୀତ ଗାଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପାଗଳ କରିଛନ୍ତି । ତେବେ ଆଜି ତାଙ୍କ ବାର୍ଷିକୀରେ ପ୍ରଶଂସକ ମାନେ…

ରୋଲ୍ସ-ରଏସ୍ ଲଞ୍ଚ କଲା ଦୁନିଆର ସବୁଠାରୁ ଦାମୀ ଓ ବିଳାସପୂର୍ଣ୍ଣ ଗାଡି, ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ନିର୍ମାତା ରୋଲ୍ସ-ରଏସ୍ ଦୁନିଆର ସବୁଠାରୁ ଦାମୀ କାର୍ ଲଞ୍ଚ କରିଛନ୍ତି । ଏହି କାର୍ ର ଡିଜାଇନ୍ ଗୋଟିଏ ରେସିଙ୍ଗ ବୋଟ୍ ପରି କରାଯାଇଥିବାରୁ ଏହାର ନାମ "ବୋଟ୍ ଟେଲ୍" ରଖାଯାଇଛି ।…

ବିଶ୍ୱ ବ୍ୟାଙ୍କରେ ଅବସ୍ଥାପିତ ହେଲେ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ବିଜେତା ରଞ୍ଜିତସିନ୍ ଜିଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପୁଣି ଜଣେ ଭାରତୀୟ ବଡ଼ ପଦବୀରେ ଅସ୍ଥାପିତ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ରଞ୍ଜିତସିନ୍ ଡିଜେଲ୍। ସେ ପୂର୍ବରୁ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ପାଇ ଭାରତ ପାଇଁ…

କଣ ଆପଣ ବିନା ପୋଷାକରେ ଶୋଉଛନ୍ତି କି? ଶରୀରରେ ହୋଇପାରେ ଏହି ବଡ କ୍ଷତି, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର ବ୍ୟୁରୋ: ବିନା ପୋଷାକରେ ଶୋଇବା କେତେଦୂର ଠିକ୍ ? ଏହି ପ୍ରଶ୍ନ ଆପଣମାନଙ୍କ ମନରେ ନିଶ୍ଚୟ ଭାବରେ ଆସୁଥିବ । ଖାସ୍ କରି ଖରା ଦିନରେ ଗରମ କାରଣରୁ ଅନେକ ଲୋକ ବିନା ପୋଷାକରେ ଶୁଅନ୍ତି । ଅନେକ କ୍ଷେତ୍ରରେ…

ଅନଲାଇନରେ ବଢ଼ୁଛି ବାବୁଲାଙ୍କ ଦହିବରା ଚାହିଦା

କଟକ(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ କ୍ଷୁଦ୍ର ବ୍ୟବସାୟୀ ମାନେ ଜୀବିକା ଠପ୍ ଥିବାରୁ ଖୁବ୍ ଅସୁବିଧାରରେ ଦିନ କାଟୁଛନ୍ତି । କ୍ଷୁଦ୍ର…