fbpx
BSKY
BJD MC SKY
BJD YOUTH SKY

ଆସନ୍ତା ଫେବୃଆରୀ ୧ରୁ ଚାଲିବ ଲୋକାଲ୍ ଟ୍ରେନ୍, ହେଲେ ମାନିବାକୁ ପଡ଼ିବ ସର୍ତ୍ତ

ମୁମ୍ବାଇ, ୨୯ା୧ (ଓଡିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ମୁମ୍ବାଇ ମହାନଗରୀରେ ଚାଲିବ ଲୋକାଲ୍ ଟ୍ରେନ୍ । ତେବେ ଯାତ୍ରୀମାନେ ସ୍ଲଟ୍ ବୁକିଂ ମାଧ୍ୟମରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି । କୋଭିଡ…

ଟିକାକରଣରେ ପଛୁଆ ଥିବା ୮ ଜିଲ୍ଲାକୁ ତାଗିଦ୍

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇନାହିଁ । କୋଭିଡ ଟିକାକରଣରେ ପଛୁଆ ପଡିଛି ୮ ଜିଲ୍ଲା । ସେଠାରେ ଶତ ପ୍ରତିଶତ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ…

ମାଇନସ୍ ୯ ଡିଗ୍ରୀରେ ମ୍ୟୁଜିକ୍ ଭିଡିଓ ସୁଟ୍ କଲେ ଗୁରୁ, ନାକରୁ ବାହାରିଲା ରକ୍ତ

ମୁମ୍ବାଇ, ୨୯ା୧: କୌଣସି ଆଲବମ୍ ବା ଫିଲ୍ମ ସୁଟିଂ କରିବା ପାଇଁ ସେଲିବ୍ରେଟିମାନେ କଠୋର ପରିଶ୍ରମ କରିଥାନ୍ତି । ଏପରିକି ନିଜର ଜୀବନକୁ ବାଜି ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି କଥାକୁ ପ୍ରମାଣ କରି…

ସମୁଦ୍ରରେ ଭାସିଗଲେ ୭ ପର୍ଯ୍ୟଟକ

ପୁରୀ,୨୯ ।୧(ଓଡିଶା ଭାସ୍କର): ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଆଜି ଏକ ଅଘଟଣ ଘଟିଯାଇଛି । ଗାଧୋଇବାବେଳେ ୭ ଜଣ ପର୍ଯ୍ୟଟକ ଦୁର୍ଘଟଣାବଶତଃ ସମୁଦ୍ରରେ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆ…

ଓଡିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀଙ୍କୁ ଯୁଦ୍ଧ ସେବା ମେଡାଲ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଓଡିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ମିଳିବ ଯୁଦ୍ଧ ସେବା ମଡେଲ । ସୀମାରେ ଚୀନ ସେନାଙ୍କ ବିରୋଧରେ ପରାକ୍ରମ ପାଇଁ ଏହି ମେଡାଲ ମିଳିବ । ଏବେ ୯ ପାରା ସ୍ପେଶାଲ…

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ,୨୯ ।୧: ଲୋକସଭାରେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ର ଜିଡିପି ଅଭିବୃଦ୍ଧି ୧୧% ରହିପାରେ । V…

ସରକାରୀ ଚାକିରିରୁ ବିଦା ହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ସରକାରୀ ଚାକିରିରୁ ଆଉ ୯ ଅଧିକାରୀ ଆଜି ବିଦା ହୋଇଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗତ କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପାଇଁ ୭,…

ବାସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ହୋଇଥାଏ ଏହିସବୁ କ୍ଷତି

ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା…