fbpx

ଫେବ୍ରୁଆରୀ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): କରୋନା ପାଇଁ ଫେବ୍ରୁଆରୀ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ହେବ । କେନ୍ଦ୍ର ଗାଇଡଲାଇନ୍ ମାନି ସତର୍କତାର ସହ…

ପୁଣି କୁହୁଡ଼ି ସାଜିଲା କାଳ: ବସ-ଟ୍ରକ୍ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ, ୨୫ ଆହତ

ମୁରାଦାବାଦ, ୩୦ା୧: ଉତ୍ତର-ଭାରତରେ ଅତ୍ୟଧିକ ଥଣ୍ଡା ଓ କୁହୁଡ଼ି ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ଟ୍ରକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା…

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ଯେଉଁଥିରେ ରାକେଶ..

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟଘେରରେ ରହିଛି । ଏହାରି ମଧ୍ୟରେ ‘ଝରାଫୁଲ’ର ଆଉ ଏକ ସିସିଟିଭି ଫୁଟେଜ୍…

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ଭୁବନେଶ୍ୱର, ୩୦ା୧ (ଓଡିଶା ଭାସ୍କର): ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜର ହାଉସ ସର୍ଜନ ଏଥିରେ ଉପକୃତ ହୋଇପାରିବେ । ତେବେ ମାସିକ ୨୦ ହଜାରରୁ ୨୮…

କରୋନାରେ ୧୩୭ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୦ା୧: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୪୭କୁ ବୃଦ୍ଧି…

ମାଓ ତାଣ୍ଡବ: ଦୁଇଜଣଙ୍କୁ ନିର୍ମମ ହତ୍ୟାକଲେ ମାଓବାଦୀ

ତୁମୁଡ଼ିବନ୍ଧ, ୩୦ା୧ (ଓଡିଶା ଭାସ୍କର): ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦୁଇଜଣ ଯୁବକଙ୍କୁ ମାଓବାଦୀମାନେ ହାତଗୋଡ଼ ବାନ୍ଧି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ…

କଟକରେ ପୁଣି ନକଲି ଘିଅ କାରଖାନା ଠାବ

କଟକ, ୩୦ା୧ (ଓଡିଶା ଭାସ୍କର): କଟକ ନକଲି ଘିଅର ଭୂସ୍ୱର୍ଗ ପାଲଟିଛି । କିଛିଦିନ ପୂର୍ବରୁ କଟକର ଏକାଧିକ ସ୍ଥାନରୁ ନକଲି ଘିଅ କାରଖାନା ଠାବ କରାଯାଇଥିଲା । ଆଜି ପୁଣି ମର୍କତନଗର ଅଞ୍ଚଳରେ ଏକ ଘିଅ କାରଖାନା ଉପରେ ଚଢ଼ାଉ…