fbpx

ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ

ଗଞ୍ଜାମ,୩୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ରୁମ୍ । ଇଣ୍ଡୋ-ଆମେରିକାନ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି । ସ୍ମାର୍ଟ କ୍ଲାସ ରୁମର…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

କେନ୍ଦୁଝର,୩୦ ।୧(ଓଡିଶା ଭାସ୍କର): କେନ୍ଦୁଝରଗଡ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏକ ଆଇରନ ବୋଝେଇ ମାଲଗାଡିର ପ୍ରାୟ ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏପରି ଘଟଣା…

ଝରାଫୁଲ ମୃତ୍ୟୁ ଘଟଣା: ଗେଷ୍ଟ ହାଉସରେ ଯାଞ୍ଚ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ । ଏହାରି ମଧ୍ୟରେ ଝରାଫୁଲ ଗତ ୨୬ ତାରିଖରେ ରହିଥିବା ଗେଷ୍ଟ ହାଉସରେ ଯାଞ୍ଚ ଆରମ୍ଭ…

ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀରେ ଜଣେ ପ୍ରେମିକ ବାବା ହଟହଟା ହୋଇଛନ୍ତି । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସିଥିବା…

ରାଜ୍ୟରେ ଆଜି ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩୦।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

‘କେଜିଏଫ: ଚାପ୍ଟର ୨’ ରିଲିଜ୍ ତାରିଖ ଘୋଷଣା, ଜାଣନ୍ତୁ କେବେ

ମୁମ୍ବାଇ, ୩୦ା୧: ବହୁ ପ୍ରତୀକ୍ଷିତ ‘କେଜିଏଫ: ଚାପ୍ଟର ୨’ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି । କନ୍ନଡ଼ ସୁପରଷ୍ଟାର ୟଶଙ୍କ ଅଭିନୀତ ଏହି ଫିଲ୍ମଟି ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ…