fbpx

ତିରୋଧାନ ଦିବସରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ । ଏନେଇ ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, 'ଆମକୁ ଗାନ୍ଧିଙ୍କ…

ରାଶିଫଳ (ଶନିବାର, ୩୦ ଜାନୁଆରୀ ୨୦୨୧)

ମେଷ -ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ । ବୃଷ -ଆଜି ଆପଣ ସବୁ ଚିନ୍ତା…

ଓଡିଶାକୁ ୩୨୦ କୋଟି ବନ୍ୟା ସହାୟତା

ନୂଆଦିଲ୍ଲୀ,୨୯ ।୧: ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର । ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ…

୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟୋରିୟମ୍

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରୀ ୨ରୁ ଖୋଲିବାକୁ ଯାଉଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ । କୋଭିଡ୍ କଟକଣା ଭିତରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଡ. ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍…

ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୯ ।୧: ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ଆଜି ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । …

ବୟସ ପୂର୍ବରୁ ବୃଦ୍ଧାବସ୍ଥା, ଶରୀରରେ ଦେଖାଦେଇଥାଏ ଏହିସବୁ ପରିବର୍ତ୍ତନ

ମଣିଷ ଜନ୍ମ ମାତ୍ରକେ ବୃଦ୍ଧାବସ୍ଥା ଆସିବା ଏକ ସାଧାରଣ କଥା । ମାତ୍ର କିଛି ଲୋକଙ୍କ ଠାରେ ବୃଦ୍ଧାବସ୍ଥା ପରିଣତ ବୟସ ପୂର୍ବରୁ ଆସିଥାଏ । ଏପରି ଲୋକମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର । ଏମାନଙ୍କ ଠାରେ…

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ କୋର୍ଟଚାଲାଣ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ…