୮୦% ମୃତ୍ୟୁ ହାର କମାଇବ ଆଷ୍ଟ୍ରାଜେନିକା ଟୀକାର ଗୋଟିଏ ଡୋଜ

ନୂଆଦିଲ୍ଲୀ, ୧୧/୦୫: ଆଷ୍ଟ୍ରାଜେନିକାର ଏକ ନୂତନ ତଥ୍ୟ ଅନୁସାରେ ଏହାର ଭ୍ୟାକ୍ସିନର କେବଳ ଗୋଟିଏ ଡୋଜ ନେବାଦ୍ୱାର କରୋନା ଜିନତ ମୃତ୍ୟୁକୁ ୮୦% ପର୍ଯ୍ୟନ୍ତ କମାଯାଇପାରିବ, ଏନେଇ ଇଂଲଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ ସୋମବାର…

ଭୁଲରେ ମହିଳାଙ୍କୁ ଫାଇଜର୍ ଟିକାର ୬ ଡୋଜ୍ ଦେଇ ଦେଲେ ନର୍ସ, ଆଉ ତାପରେ….

ଇଟାଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ଏବେ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ପ୍ରତିଟି ନାଗରିକ ଏବେ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଇଟାଲୀର…

ହ୍ୱାଟସଆପର ନୁତନ ପ୍ରାଇଭେସି ପଲିସିକୁ ଗ୍ରହଣ ନକଲେ ଆକାଉଣ୍ଟ ରହିବ ହେଲେ ଉଡିଯିବ ଏହି ସବୁ ଫିଚର୍ସ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର) : କିଛି ମାସ ତଳେ ହ୍ୱାଟସଆପ୍ ପ୍ରାଇଭେସି ପଲିସିକୁ ନେଇ ଅନେକ ଦ୍ୱନ୍ଦ ବିବାଦ ଦେଖାଦେଇଥିଲା । ତେଣୁ କମ୍ପାନୀ ପକ୍ଷରୁ ୟୁଜର୍ ମାନଙ୍କ କିଛି ମାସର ସମୟ ଦିଆଯାଇଥିଲା । ଯାହା ଫଳରେ…

ଅନଲାଇନ୍ ଟିକାକରଣ ନାଁରେ ମାତିଛନ୍ତି ସାଇବର୍ ଲୁଟେରା, ଫୋନକୁ ଆସୁଛି ଫେକ୍ ଲିଙ୍କ୍

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଟିକାକରଣ କେନ୍ଦ୍ରରେ ଭିଡ ଜମୁଥିବାରୁ ଅନଲାଇନରେ ସ୍ଲଟ୍ ବୁକିଂ…

B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କ ଉପରେ କରୋନା ପ୍ରଭାବ ବେଶି: CSIR ସର୍ଭେ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର): କରୋନା ଏବେ ସାରା ଦେଶରେ ବେକାବୁ ସ୍ଥିତିରେ ଆସି ପହଞ୍ଚିଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ସମୟରେ ବିଭିନ୍ନ ବୈଜ୍ଞାନିକ ଏହି ଭାଇରସ୍…

କଣ ଆପଣ ଅଧିକ ମାତ୍ରାରେ ସାନିଟାଇଜର୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି ।…

ଗୁଜୁରାଟରେ ବ୍ଲାକ୍ ଫଙ୍ଗସ୍ ମେଲାଇଛି କାୟା, ୧୦୦ରୁ ଅଧିକ ରୋଗୀ ଚିହ୍ନଟ

ଅହମ୍ମଦାବାଦ, ୧୧/୦୫ (ଓଡିଶା ଭାସ୍କର) : କୋଭିଡ୍ ଭାଇରସ୍ ର ଏବେ ନୁତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଯାହା ଏବେ ଚିନ୍ତାର କାରଣ ପାଲିଟିଛି । ଏପରିକି ସୁସ୍ଥ ହେବାରେ ମଧ୍ୟ ପିଛା ଛାଡୁନି ଏହି ମାରାତ୍ମକ ଭାଇରସ୍ ।…

ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜଧାନୀରେ ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହର, ବ୍ଲକ୍ ଓ ବାଲିଅନନ୍ତା ବ୍ଲକ୍ କୁ ଆଲର୍ଟ କରାଯାଇଛି । ଦିନ ୧୨ଟା ୪୫…

କରୋନାର ନୁଆ ଷ୍ଟ୍ରେନ୍ ‘ହାପ୍ପି ହାଇପୋକ୍ସିଆ’, ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ

ନୂଆଦିଲ୍ଲୀ,୧୧/୦୫ (ଓଡିଶା ଭାସ୍କର): ଭାରତରେ କରୋନାର ଭାଇରସର ନୁତନ ଷ୍ଟ୍ରେନ୍ ଏବେ ସାମନାକୁ ଆସିଲାଣି । ପ୍ରଥମେ “ବ୍ଲାକ୍ ଫଙ୍ଗସ୍” ଆଉ ଏବେ “ହାପ୍ପି ହାଇପୋକ୍ସିଆ” । ଏହା ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୧୭ ଲକ୍ଷ ପାର

ନୂଆଦିଲ୍ଲୀ, ୧୧। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୧୭ ହଜାର ୩୪୫ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୯୫ ଲକ୍ଷ…