fbpx
BSKY
BJD SHG SKY
BJD MC SKY

ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ କିଛିଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟିଥିବା ବେଳେ ଆଜି ପୁଣି ହ୍ରାସ ପାଇଛି । ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ…

ଆଜିଠାରୁ ଟିକାକରଣ ଶୁଭାରମ୍ଭ

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ଆଜିଠାରୁ ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ ହେବ । ରାଜ୍ୟରେ ଏମ୍ସକୁ ମିଶାଇ ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନ କରାଯିବ । ତେବେ ରାଜଧାନୀ ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ…

ରାଶିଫଳ (ଶନିବାର, ୧୬ ଜାନୁଆରୀ ୨୦୨୧)

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର ,15/1 :ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ୱର ସ୍ଥାନ  ଅଧିକାର କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ |  ଦେଶର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର…

ପରୀ ମାମଲା: ବିଜେପିର ଅଭିଯୋଗ ପରେ ବିଜେଡିର କଡା ଜବାବ

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ‘ପରୀ’ ମାମଲାକୁ ନେଇ ସବର୍ଦା ରାଜନୀତି ଚାଲିଛି । ଏହି ପ୍ରସଙ୍ଗରେ ଆଜି ଅଭିଯୋଗ ବିଜେପି ଆଣିଛି , ଯାହାର କଡା ଉତ୍ତର ରଖିଛି ବିଜେଡି । ବିଜେଡି ମୁଖ୍ୟପାତ୍ର…

ମିଶନ ଶକ୍ତି ସଂଯୋଜକଙ୍କୁ ମାଡ଼

ବାଲେଶ୍ୱର,୧୫ ।୧(ଓଡିଶା ଭାସ୍କର): ମିଶନ ଶକ୍ତି ସଂଯୋଜକଙ୍କୁ ନିସ୍ତୁକ ମାଡ କରିଲେ ଏସଏଚଜି ମହିଳା । ପ୍ରକଳ୍ପ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ତାଙ୍କୁ ମହଙ୍ଗା ପଡିଛି ଫଳରେ ଆଜି ବସ୍ତା ବ୍ଲକ ଅଫିସ…

ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କଲା ସିବିଆଇ

କୋଲକାତା,୧୫ ।୧: ବହୁଚର୍ଚ୍ଚିତ ରୋଜଭ୍ୟାଲି ମାମଲାରେ ଶୁଭ୍ରା କୁଣ୍ଡୁ ଗିରଫ ହୋଇଛନ୍ତି । କୋଲକାତାରୁ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ । ତେବେ ରୋଜ ଭ୍ୟାଲି ଗ୍ରୁପ ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ହେଉଛନ୍ତି…