କରୋନାର କରୁଣ ଚିତ୍ର: ବାପାଙ୍କ ଚିତାକୁ ଡେଇଁ ଝିଅ ଗୁରୁତର

ବାରମର: ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । କୋଭିଡରେ ମୃତ୍ୟୁବରଣ କରିଥିବା ପିତାଙ୍କ ଚିତା ଉପରକୁ ଡେଇଁ ଜଣେ ୩୪ ବର୍ଷ ବୟସ୍କ ମହିଳା ଗୁରୁତର ଭାବରେ ପୋଡି ହୋଇଯାଇଛନ୍ତି । ପୋଲିସର…

ପତ୍ନୀକୁ ହ୍ୱାଟସଆପ୍ ଜରିଆରେ ୩ ତଲାକ୍ ଦେଲେ ସ୍ୱାମୀ

ଉତ୍ତରପ୍ରଦେଶ ୦୫ । ୦୫ (ଓଡ଼ିଶା ଭାସ୍କର) : ପ୍ରେମ , ବିବାହ ଓ ଧୋକା। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଯୁବକ ନିଜ ପତ୍ନୀଠାରୁ ଦୁଇ ପିଲାଙ୍କୁ ଅଲଗା କରି ନିଜର…

ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଗଞ୍ଜାମ, ୫ା୫ (ଓଡିଶା ଭାସ୍କର): ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସର୍ବପୂରାତନ କଲେଜର ଅନେକ…

ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ଦାବିକୁ ଖାରଜ କଲେ ସୁପ୍ରିମ କୋର୍ଟ

ମୁମ୍ବାଇ ୦୫ । ୦୫ (ଓଡ଼ିଶା ଭାସ୍କର) : ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥା ଲାଗି…

ଅକ୍ସିଜେନ ଯୋଗାଣରେ ବିଫଳ ହୋଇଥିବା ଅଧିକାରୀଙ୍କୁ ଜେଲରେ ରଖନ୍ତୁ, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅମ୍ଳଜାନ ସଙ୍କଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ କ୍ରମାଗତ ଭାବରେ ଶୁଣାଣି ହେଉଥିଲା…

ଲକଡାଉନ୍ ପୂର୍ବରୁ ବଢ଼ିଲା ମଦ ବେପାର: ୮୦ କୋଟିର ମଦ ଦୁଇଦିନରେ ଶେଷ

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ । ତେବେ ଲକଡାଉନ ପୂର୍ବରୁ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ…

ଦୁଇକ ପଣିକିଆ ପାଇଁ ଭାଙ୍ଗିଲା ବାହାଘର, ମୁର୍ଖସହ ବିବାହ କରିବାକୁ ମନା କଲା କନ୍ୟା

ଉତ୍ତରପ୍ରଦେଶ ୦୫ । ୦୫ (ଓଡ଼ିଶା ଭାସ୍କର) : ଲୋକେ ଏବେ ନିଜ ପିଲାଙ୍କର ବିବାହ ପାଇଁ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପୁଅ ଓ ଝିଅ ଖୋଜୁଛନ୍ତି । ହେଲେ ଜଣେ ମହିଳାଙ୍କ ସ୍ୱାମୀ ଦୁଇକ ପଣିକିଆ କହିନପାରିବରୁ ମହିଳା…

ମମତାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୫ା୫: ଆଜି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟପାଳ…