କାଲି ସକାଳ ୮.୩୦ ସୁଦ୍ଧା ୧୬ ଜିଲ୍ଲା ସାବଧାନ୍! ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୬ଟି ଜିଲ୍ଲାଗୁଡିକ ଯଥା- କେନ୍ଦୁଝର, ମୟୂରଭଞ୍ଜ,…