Breaking News ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୮ ଆକ୍ରାନ୍ତ Odisha Bhaskar Bureau May 11, 2021 ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…
Breaking News ଓଡିଶାରେ ଆଜି ୯୭୯୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau May 11, 2021 ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । । କିନ୍ତୁ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଗତ ୨୪…
Astrology ରାଶିଫଳ (ମଙ୍ଗଳବାର ,୧୧ ମଇ ,୨୦୨୧) Odisha Bhaskar Bureau May 11, 2021 ମେଷ : କୌଣସି କାରଣରୁ ନିରାଶ ହେବେ । ନିଜ ଲକ୍ଷ୍ୟରେ ପହଞ୍ôଚବା କଷ୍ଟକର । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି…
Featured ଏଭରେଷ୍ଟ ପର୍ବତରେ ଚୀନ୍ ଟାଣିବ ବିଭାଜନ ରେଖା, ଜାଣନ୍ତୁ କ’ଣ ଏହାର କାରଣ Odisha Bhaskar Bureau May 10, 2021 ବେଜିଂ: ଚୀନ୍ ବିଶ୍ୱର ସର୍ବୋଚ୍ଚ ପର୍ବତ ଶିଖର ଏଭରେଷ୍ଟ ପର୍ବତ ଉପରେ ସୀମା ରେଖା ଟାଣିବାକୁ ଯାଉଛି । ନେପାଳରୁ ପର୍ବତାରୋହୀମାନେ ଯେପରି ଚୀନକୁ ପ୍ରବେଶ ନକରିପାନ୍ତି ସେନେଇ ଏଭଳି ପଦକ୍ଷେପ ନେଇଛି ଚୀନ । ତେବେ ଚୀନ୍ର…
Featured ଆଇସିସି ଟି-୨୦ ବିଶ୍ୱକପରେ ଫେରିପାରନ୍ତି ଲାସିଥ ମାଲିଙ୍ଗା Odisha Bhaskar Bureau May 10, 2021 ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଜଣେ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଗଣିତ । ନିଜର ଚମତ୍କାର କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ୱିକେଟ୍ ହାସଲ କରିଛନ୍ତି । ମାଲିଙ୍ଗା ଟେଷ୍ଟ ଏବଂ…
Featured ମାଳଦ୍ୱୀପରେ ୱାର୍ଣ୍ଣର-ସ୍ଲେଟର ମୁହାଁମୁହିଁ ! Odisha Bhaskar Bureau May 10, 2021 ମାଲେ, ୧୦/୦୫: ଚଳିତ ବର୍ଷର ଆଇପିଏଲ କରୋନା କାରଣରୁ ଅଧାରୁ ବନ୍ଦ ହୋଇଛି । ତେବେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ମ୍ୟାଚ ପାଇଁ ଖେଳିଥିବା ଅଷ୍ଟ୍ରେଲିଆ ଖେଳାଳୀ ଏବେ ମାଳଦ୍ୱୀପରେ ଅବସ୍ଥାନ କରୁଛନ୍ତି । ଭାରତରେ…
Featured ଭାରତ ମହାସାଗରରେ ଖସିଲା ଚୀନ ରକେଟର ଧ୍ୱଂସାବଶେଷ Odisha Bhaskar Bureau May 10, 2021 ବେଜିଂ, ୧୦/୫: ଗତ ୨୯ ତାରିଖରେ ଚୀନର ନିର୍ମାଣାଧୀନ ନୂତନ ମହାକାଶ କେନ୍ଦ୍ରର ଏକ ଭାରୀ ଅଂଶକୁ ପରିବହନ କରିଥିବା ଲଙ୍ଗ୍ ମାର୍ଚ୍ଚ-୫ବି ନାମକ ଏକ ବିଶାଳ ରକେଟର ଏକ ବୃହତ୍ ଅଂଶ ନିୟନ୍ତ୍ରଣ ହରାଇ ମହାକାଶରୁ ଭୁପୃଷ୍ଠକୁ…
Featured ଦେଶରେ ଖେଳାଯିବ ନାହିଁ ବାକି ଥିବା ଆଇପିଏଲ ମ୍ୟାଚ, ସ୍ପଷ୍ଟ କଲେ ସୌରଭ ଗାଙ୍ଗୁଲି Odisha Bhaskar Bureau May 10, 2021 ନୂଆ ଦିଲ୍ଲୀ, ୧୦/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣର ଅବଶିଷ୍ଟ ୩୧ ଟି ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ ସେନେଇ ଦ୍ୱନ୍ଦ ଲାଗିରହିଛି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପରିଚାଳନା…
Breaking News ଟିକା ପାଇଁ ଭୁବନେଶ୍ୱରରେ ଖୋଲିଲା ଆଉ ତିନିଟି ସେଣ୍ଟର୍ Odisha Bhaskar Bureau May 10, 2021 ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବିଭିନ୍ନ ସ୍ଥାନକୁ ଟିକାକରଣ କେନ୍ଦ୍ରରେ ପରିଣତ କରାଯାଉଛି । ନିକଟରେ ଏସପ୍ଲାନେଡ୍ ମଲର ପାର୍କିଂ ଏରିୟାକୁ…
Breaking News ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ସସପେଣ୍ଡ Odisha Bhaskar Bureau May 10, 2021 ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର): ସୋମବାର ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟକୁ ଟୁଇଟର୍ ପକ୍ଷରୁ ସସପେଣ୍ଡ କରି ଦିଆଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…