ମାତ୍ର ୯ ଟଙ୍କାରେ କରନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକ୍ ! ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି ଅଫର୍, ଜାଣନ୍ତୁ କିପରି କରିବେ ବୁକିଂ?
ନୂଆଦିଲ୍ଲୀ,୨୦ ।୪: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । କରୋନା କାଳରେ ଏଲପିଜି ଗ୍ୟାସ ଦାମ୍ ବଢୁଥିବାରୁ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯…