ଇତିହାସର ଭୟଙ୍କର ଲେଡି ସିରିୟଲ୍ କିଲର୍: ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହ ଶହ କୁଆଁରୀ ଯୁବତୀଙ୍କ ରକ୍ତରେ କରିଥିଲେ ସ୍ନାନ
ପୂରାତନ କାଳର ରାଜାରାଣୀଙ୍କ ବିଷୟରେ ଅନେକ କାହାଣୀ ରହିଛି । ଏପରି କିଛି କାହାଣୀ ଅଛି, ଯାହାକୁ ଶୁଣିଲେ ଆମର ଲୋମ ଟାଙ୍କୁରି ଉଠେ । ଏହିପରି ଏକ କାହାଣୀର ନାୟିକା ହେଉଛନ୍ତି ହଙ୍ଗେରିର ମହାରାଣୀ ଏଲିଜାବେଥ ବାଥୋରୀ ।…