ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା: କରୋନା ଆକ୍ରାନ୍ତଙ୍କୁ ଦୁଇଥର ମୃତ ବୋଲି କହିବାପରେ ବି ବଞ୍ଚିଛନ୍ତି ରୋଗୀ

ମଧ୍ୟପ୍ରଦେଶ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ରୋଗୀ ମାନଙ୍କୁ ନେଇ ହେଉଥିବା ଅବହେଳାର ଖବର ମଧ୍ୟ ସାମନାକୁ ଆସୁଛି । ମଧ୍ୟପ୍ରଦେଶର ବିଦିଶାରୁ ଏଭଳି ଏକ ଘଟଣା ପଦାକୁ ଆସିଛି ।…

ବିକିନି ପିନ୍ଧି ହଟ୍ ଅନ୍ଦାଜରେ ନଜର ଆସିଲେ କରିସ୍ମା, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : "ନାଗିନ୍", "ଖତରୋ କେ ଖିଲାଡି' ସୋରେ ନଜର ଆସିଥିବା କରିସ୍ମା ତନ୍ନାଙ୍କ ଲାଟେଷ୍ଟ ଫଟୋ ଇନଟରନେଟ୍ ରେ ଟେମ୍ପରେଚର୍ ବଢ଼ାଇଦେଇଛି । ଅଭିନେତ୍ରୀ କରିସ୍ମା ତନ୍ନା ସୋସିଆଲ ମିଡିଆରେ…

108 MP ପ୍ରାଇମେରୀ କ୍ୟାମେରା ସହ 20 ଏପ୍ରିଲରେ ହେବ ଲଞ୍ଚ ହେବ Motorola ର ଏହି ସ୍ମାର୍ଟଫୋନ

Moto G60 ଏବଂ Moto G40 Fusion ସ୍ମାର୍ଟଫୋନକୁ କଂପାନୀ ଏପ୍ରିଲ 20 ରେ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ କଂପାନୀ ଫ୍ଲିପକାର୍ଟରେ ବିକ୍ରି କରିବାକୁ ଯାଉଛି । ଏହାର ଏକ ଟିଜର ଜାରି ହୋଇଛି । ଏହା ସହ ଏହାର…

କରୋନା ନେଲା ସ୍ୱାମୀଙ୍କ ଜୀବନ; ଦୁଃଖ ସହି ନପାରି ପୁଅ ସହ ମହିଳା କଲେ ଆତ୍ମହତ୍ୟା

ମହାରାଷ୍ଟ୍ରର ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ବଢିବାରେ ଲାଗିଛି । ସଂକ୍ରମଣ ଧୀରେ ଧୀରେ ଉଗ୍ରରୂପ ନେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନାରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ୩…

ଯୌତୁକ ଦିଅ ନହେଲେ ଶାଳୀ ସହ ବିବାହ କର

ବୌଦ୍ଧ, ୧୭ ।୪ (ଓଡିଶା ଭାସ୍କର) : ବିବାହକୁ ପୁରିଗଲାଣି ୪ ବର୍ଷ ହେଲେ ଏବେ ଯାଏଁ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ମହିଳା । ପତ୍ନୀଠାରୁ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ…

ଚନ୍ଦ୍ରମା ଅଭିଯାନ ପାଇଁ ନାସାର ଏଲନ ମସ୍କଙ୍କ ସହ ୨.୮୯ ବିଲିୟନ ଡଲାରର ଚୁକ୍ତି

ନୂଆ ଦିଲ୍ଲୀ, ୧୭/୦୪: ‘ସ୍ୱେସ ଏକ୍ସ’ର ମାଲିକ ତଥା କୋଟିପତି ଏଲନ ମସ୍କଙ୍କ ସହ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ସହିତ ଚନ୍ଦ୍ରମା ଅଭିଯାନ ପାଇଁ ୨.୮୯ ବିଲିୟନ ଡଲାରର ଚୁକ୍ତି କରିଛି । ଏଲନ ମସ୍କ ଦୀର୍ଘ ପାଞ୍ଚ…

ଏଣିକି ନାକ ତଳକୁ ରହିଲେ ମାସ୍କ ଗଣିବେ ମୋଟା ଅଙ୍କର ଅର୍ଥ !

ନୂଆଦିଲ୍ଲୀ ୧୭ ।୪ (ଓଡିଶା ଭାସ୍କର) : ରେଳ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଏଣିକି ଷ୍ଟେସନ୍ କିମ୍ବା ଟ୍ରେନରେ ଯାତ୍ରା କଲା ବେଳେ ମାସ୍କ ନ ପିନ୍ଧିଥିଲେ ଗଣିବାକୁ ପଡିବ ମୋଟା ଅଙ୍କର ଅର୍ଥ । ଟ୍ରେନ୍…

‘ଡିଜେଲ ଭରୋ, ଇନାମ ଜିତୋ’: Indian Oil ଦେଉଛି ୨ କୋଟି ଜିତିବାର ସୁଯୋଗ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୧୭ା୪: କୋଟିପତି ହେବାର ସ୍ୱପ୍ନ କାହାର ବା ନଥାଏ । ତେବେ ଏପରି ସୁଯୋଗ ଆସିଯାଇଛି ଆପଣଙ୍କ ପାଇଁ । Indian Oil ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛି । Indian Oilର ରିଟେଲ ଆଉଟଲେଟରେ ଡିଜେଲ ପକାଇ…

ହାଇଦରକୁ ଖସାଇବା ପାଇଁ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡଯନ୍ତ୍ର, ପରିବାର ଲୋକ ରହିଥିଲେ ସାମିଲ

କଟକ, ୧୭ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୧୦ ତାରିଖରେ ହାଇଦରକୁ କଟକ ଏସସିବିରୁ ଯୋଜନା ମୁତାବକ ଖସାଇ ନିଆଯାଇଥିଲା । ତାକୁ ଖସାଇ ନେବାରେ ଧରମପୁଅ ଏବଂ କିଛି ସହଯୋଗୀ ମିଶି କଟକ ଜୋବ୍ରାରେ ଥିବା ଏକ ଭଡାଘରେ…

ଟ୍ରାକ୍ଟର ରାଲି ହିଂସାକାଣ୍ଡ ଅଭିଯୁକ୍ତ ଦୀପ୍ ସିିଦ୍ଧୁଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ ୧୭ ।୪ (ଓଡିଶା ଭାସ୍କର) : ଲାଲ୍ କିଲ୍ଲାରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକାଣ୍ଡ ଅଭିଯୁକ୍ତ ଦୀପ୍ ସିିଦ୍ଧୁଙ୍କୁ ମିଳିଛି ଜାମିନ୍ । ଦିଲ୍ଲୀ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁରୀ କରିଛି ।…