ସୁଶାନ୍ତଙ୍କ ବାୟୋପିକ ଫିଲ୍ମରେ ରୋକ ଲଗାଇଲେ ବାପା, ନିର୍ମାତାଙ୍କୁ ହାଇକୋର୍ଟ ପଠାଇଲା ନୋଟିସ୍
ନୁଆଦିଲ୍ଳୀ : ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକକୁ ନେଇ ମଙ୍ଗଳବାର ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସୁଚନା ଯେ, ଫିଲ୍ମକୁ ବ୍ୟାନ୍ କରିବା ପାଇଁ ସୁଶାନ୍ତଙ୍କ ବାପା ହାଇକୋର୍ଟରେ…