ବନ୍ଦ ହେଲା ଆଇଫିଲ ଟାୱାର: ଜାଣନ୍ତୁ କେଉଁ କାରଣରୁ କର୍ମଚାରୀମାନେ ନେଲେ ଏପରି ପଦକ୍ଷେପ
ନୂଆଦିଲ୍ଲୀ: ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଆଇଫିଲ ଟାୱାର ସାରା ବିଶ୍ୱରେ ପ୍ରସିଦ୍ଧ । ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାନ୍ତି । ଏହାକୁ ଦମ୍ପତ୍ତିମାନଙ୍କର ସବୁଠାରୁ ପ୍ରିୟ…