ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ, ଜାଣନ୍ତୁ କେତେ ପ୍ରତିଶତ?
ଭୁବନେଶ୍ୱର, ୨୩ ।୩(ଓଡିଶା ଭାସ୍କର): ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫% ସଂରକ୍ଷଣ । ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଅଣାଯାଇଛି । ଏହି ସଂକଳ୍ପ ଆଣିଛନ୍ତି…