କଟକରୁ ପୁଣି ୧୭ ପଜିଟିଭ୍ ଚିହ୍ନଟ ଘଟଣାରେ ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
କଟକ, ୨୦ା୩ (ଓଡିଶା ଭାସ୍କର): କଟକ ଜିଲ୍ଲାରୁ ପୁଣି ୧୭ ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆସନ୍ତା ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଆଶ୍ରମ ସ୍କୁଲ ବନ୍ଦ ରହିବ ବୋଲି…