ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଧର୍ମଗଡ଼, ୧ା୩ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ଗୋଟିଏ ଟ୍ରାକ୍ଟରକୁ ଏକ ବାଇକ୍ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଗୁରୁତର ହୋଇଛି । କଲମପୁର-ଜୁନାଗଡ଼ ମୁଖ୍ୟରାସ୍ତାର ବାବୁ…

୧୦୮ ଆମ୍ବୁଲାନ୍ସରେ ଅପହରଣ !

ଭଦ୍ରକ, ୧ା୩ (ଓଡିଶା ଭାସ୍କର): ଭଦ୍ରକରେ ୧୦୮ ଆମ୍ବୁଲାନ୍ସରେ ଅପହରଣ କରାଯାଉଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଅପହରଣକାରୀମାନେ ଆମ୍ବୁଲାନ୍ସକୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ନେଉଥିବା ଅଭିଯୋଗ ହୋଇଛି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୪୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୪୨ ହଜାର ୫୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୪୬ ଲକ୍ଷ ୭୪ ହଜାର ୩୦୨କୁ ବୃଦ୍ଧି…

କୋଭାକ୍ସିନର ପ୍ରଥମ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧ା୩: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି । ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନର ପ୍ରଥମ ଡୋଜ୍ ପ୍ରଧାନମନ୍ତ୍ରୀ ନେଇଥିବା ଜଣାପଡ଼ିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ…

ରାଶିଫଳ (ସୋମବାର ,୦୧ ମାର୍ଚ୍ଚ,୨୦୨୧)

ମେଷ -ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ବୃଷ…

ଯୁବକଙ୍କ ପେଟରୁ ବାହାରିଲା ଲୁହା କଣ୍ଟା, ଛୁଞ୍ଚି, ନଖ, ପେଚକସ, ଜାଣନ୍ତୁ କ’ଣ ରହିଛି ଘଟଣା ପଛର ରହସ୍ୟ

ଉତ୍ତରପ୍ରଦେଶରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ ୧୮ ବର୍ଷୀୟ ଯୁବକଙ୍କ ପେଟରୁ ୩ ଇଞ୍ଚ ଲମ୍ବର ଲୁହା କଣ୍ଟା, ଛୁଞ୍ଚି, ପେଚକସ ବାହାରିଛି । ଉନ୍ନାଓର ଭଟୱା ଗାଁର ବାସିନ୍ଦା କରଣଙ୍କ ପେଟରେ ଏହି ସବୁ ଜିନିଷ…

ପତ୍ନୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବକ ଜମି ବିକ୍ରି କରିବାକୁ ପଛାଇଲେ ନାହିଁ

ସାଧାରଣତଃ ପତି ଓ ପତ୍ନୀ ଉଭୟ ପରସ୍ପରକୁ ଖୁସିରେ ରଖିବା ପାଇଁ ଅନେକ କିଛି ତ୍ୟାଗ କରିଥାନ୍ତି । କିଛି ପତି ନିଜର ପ୍ରିୟତମା ପତିଙ୍କୁ ଖୁସିରେ ରଖିବା ପାଇଁ ନିଜର ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଛାଇ ନଥାନ୍ତି ।…

କାଲି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆସନ୍ତାକାଲି ବାହାହେବେ ଅଭିନେତା ସବ୍ୟସାଚୀ ମହାନ୍ତି । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସେମାନଙ୍କର ବାହାଘର ହେବ । ଏନେଇ…