ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର ଘଟଣା: ୬ ଦିନ ପରେ ଆଇସିୟୁରୁ ବାହାରିଲା କୁନି ଝିଅ
ଓଡିଶା ଭାସ୍କର: ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟା। ଦୀର୍ଘ ୬ ଦିନ ଧରି ଏହି ଶିଶୁ କନ୍ୟାଙ୍କୁ ଆଇସିୟୁରେ ଭର୍ତ୍ତି କରି ରଖାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର…