BCCIର ବଡ ଘୋଷଣା: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରହିବେ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ଼ । ଏ ନେଇ ଆଜି ବିସିସିଆଇ ଘୋଷଣା କରିଛି । ତେବେ ରାହୁଲଙ୍କର ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ନେଇ ବିସିିସିଆଇ ସୂଚନା ଦେଇଛି । ଏହା…

ସୁଡ଼ଙ୍ଗରେ ଫସିଥିବା ପୁଅକୁ ଅପେକ୍ଷା କଲେ ୧୭ ଦିନ: ଶେଷରେ ଆଖିବୁଜିଲେ ଶ୍ରମିକଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ବର୍ତ୍ତମାନ ବାହାରକୁ ଆସିଛନ୍ତି। ସେମାନଙ୍କ ପରିବାର ଗତ ୧୭ ଦିନ ଧରି ଏହି ଶ୍ରମିକମାନଙ୍କୁ ଅପେକ୍ଷା କରିଥିଲେ। ତେବେ ଶ୍ରମିକମାନେ…

ଆପଣ ଜାଣିଛନ୍ତି କି ‘ସୁଭାନ୍ ଆଲ୍ଲାହ’ ଏବଂ ‘ମାଶା ଆଲ୍ଲାହ’ ମଧ୍ୟରେ କ’ଣ ରହିଛି ଫରକ? ବହୁତ କମ ଲୋକ ଜାଣିଥିବେ ଏହାର ଅର୍ଥ

କଥା ହେବା ସମୟରେ ଆମେ ଏପରି ଅନେକ ଶବ୍ଦ ବ୍ୟବହାର କରିଥାଉ ଯାହାର ପ୍ରକୃତ ଅର୍ଥ ଆମକୁ ଜଣା ନ ଥାଏ । ଏଭଳି ଶବ୍ଦ ସହ ଆମେ ଏତେ ପରିଚିତ ଥାଉ କି ତାହାର ଅର୍ଥ ଜାଣିବା ପାଇଁ କେବେ ହେଲେ ଚେଷ୍ଟା କରି ନଥାଉ । ଦୈନନ୍ଦିନ…

ସାର୍ବଜନୀନ ନଳରୁ ପାଣି ପିଇଥିବାରୁ ଦଳିତଙ୍କୁ ପିଟି ପିଟି ହତ୍ୟା: ଜଣେ ଗିରଫ

ଉତ୍ତରପ୍ରଦେଶ: ସାର୍ବଜନୀନ ନଳକୂପରୁ ପାଣି ପିଇବା କାରଣରୁ ଜଣେ ଦଳିତଙ୍କୁ ପିଟି ପିଟି ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ଉସହୈତ ଥାନା ଅନ୍ତର୍ଗତ…

ହୃଦରୋଗ ଥିଲେ ଆଖି ଦେଇଥାଏ ସଂକେତ, ହେଳା କଲେ ହୋଇପାରନ୍ତି ଅନ୍ଧ

କଥାରେ ଅଛି ଯେଉଁ କଥା ହୃଦୟ କହି ପାରେ ନାହିଁ ତାହା ଆଖି କହିଥାଏ । ଆଖିରେ ଏମିତି ଅନେକ କଥା ଲୁଚି ରହିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ହୃଦୟ ପୁରା ଶରୀରକୁ ରକ୍ତ ଯୋଗାଇବାରେ ସହାୟକ ହୋଇଥାଏ ।…

୧୭ ଦିନ ଟନେଲରେ ରହିବା ପରେ ଶ୍ରମିକମାନଙ୍କୁ ହୋଇପାରେ ଏହିସବୁ ସ୍ୱାସ୍ଥ୍ୟଜନିତ ସମସ୍ୟା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଦୀର୍ଘ୧୭ ଦିନର ଚେଷ୍ଟା ପରେ ଉତ୍ତରକାଶୀରେ ଟନେଲରେ ଫସିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି। ବର୍ତ୍ତମାନ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଅଛନ୍ତି। ଶ୍ରମିକଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସାରା…

ମାର୍ଗଶୀର ମାସରେ ଏପରି କରନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା: ମିଳିବ ଅପାର ସଫଳତା, ଜାଣନ୍ତୁ ଯମୁନା ସ୍ନାନର ମହତ୍ତ୍ୱ

ହିନ୍ଦୁ ଧର୍ମରେ ମାର୍ଗାଶୀର ମାସକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା ପାଇଁ ଏହି ପୂରା ମାସକୁ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ମାସରେ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା…

ଉଦ୍ଧାର ପରେ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ବଢ଼ାଇଲେ ସାହସ

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଶେଷରେ ମିଳିଛି ସଫଳତା । ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

BIG BREAKING: ୩ୟ ଟି-୨୦ରେ ଅଷ୍ଟ୍ରେଲିଆ ବିଜୟୀ: ତଥାପି ୨-୧ ଆଗରେ ରହିଛି ଭାରତ

ଗୁଆହାଟୀ: ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଅଷ୍ଟ୍ରେଲିଆର ବିଜୟ। ବହୁ ସଂଘର୍ଷ କରି ଶେଷରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ। ଅଷ୍ଟ୍ରେଲିଆ ଆଗରେ ଭାରତ ୨୨୩ ରନର ଟାର୍ଗେଟ ରଖିଥିବା…

ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ରାହୁଲଙ୍କ ସିଧାସଳଖ ଆଲୋଚନା

ତେଲେଙ୍ଗାନା: ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ। ଏଥିଲାଗି ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି…