ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି, ଭାରତକୁ ମିଳିଲା ପ୍ରଥମ ଭ୍ୟାକସିନ୍
ନୂଆଦିଲ୍ଲୀ,୧ ।୧: ଅକ୍ସଫୋର୍ଡ ଟିକାକୁ ଆଜି ଅନୁମତି ଦେଇଛି ବିଶେଷଜ୍ଞ କିମଟି । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସିଲ୍ଡ’ । ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛି…