ପୋଢ଼ୁଆଁ ହେବେ କଳାଠାକୁର: ମାମୁଁ ଘରୁ ଯିବ ଅଷ୍ଟମୀ ଭାର

ପୁରୀ, ୬ା୧୨ (ଓଡିଶା ଭାସ୍କର): ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୋଢ଼ୁଆଁ ହେବେ । ଏନେଇ ମାମୁଁଘର ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ଅଷ୍ଟମୀ ଭାର ସହ ନବବସ୍ତ୍ର ପଠାଯିବ…

ସକାଳୁ ଖାଲି ପେଟରେ ଚା’ ପିଉଛନ୍ତି କି? ତେବେ ସାବଧାନ୍

ସକାଳୁ ସକାଳୁ ଉଠି ଚା’ ପିଇବା ବହୁ ଳୋକଙ୍କର ଦୈନନ୍ଦିନ ଅଭ୍ୟାସ କହିଲେ ଚଳେ । କିନ୍ତୁ ଏହା ଶରୀର ପାଇଁ କେତେ ଯେ କ୍ଷତିକାରକ, ତାହା ଆପଣ ଜାଣିଛନ୍ତି କି? ଯଦି ନା, ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଚା’…

୧୭ ବର୍ଷର ଝିଅ ହେଲା ଗର୍ଭବତୀ: ବାପା-ମା ୫୦ ହଜାରରେ ବିକିଲେ ତ ସମ୍ପର୍କୀୟ କହିଲେ-୫ ଲକ୍ଷ ମାଗ

ପିତା-ମାତାଙ୍କ ଭଗବାନଙ୍କ ସ୍ୱରୂପ କୁହାଯାଉଥିବା ବେଳେ ଆଜି କିଛି ଲୋକ ଏହାକୁ ଭୁଲ ଭାବରେ ପରିଣତ କରୁଛନ୍ତି । ଟଙ୍କା ଲୋଭରେ ନିଜ ଝିଅକୁ ବି ବିକ୍ରି କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ସଙ୍ଗୀନ ଘଟଣା ଗୁଜୁରାଟ…

ଆପଣଙ୍କର ସମସ୍ତ ଗୁପ୍ତ ସମ୍ବନ୍ଧ ଜାଣିଥାଏ ଫେସବୁକ୍, ଏପରି ଅନେକ କିଛି..

ଆଧୁନିକ ଯୁଗରେ ଯୁବପିଢିମାନେ ଖେଳପଡିଆ, କଲେଜ ବା ସପିଙ୍ଗ୍ ଅପେକ୍ଷା ଇଣ୍ଟରନେଟରେ ବେଶି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଲକ୍ଷାଧିକ ମହିଳାଙ୍କ ବ୍ୟକ୍ତିଗତ ଜୀବନ ବିଷୟର ସମସ୍ତ କଥା…

ହାଟରେ ଅଗ୍ନିକାଣ୍ଡ: ଜଳିଗଲା ୩୦ ଦୋକାନ

ଜଗତସିଂହପୁର, ୬ା୧୨ (ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୋମନାଥ ହାଟରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ଅନୁସାରେ, ୩୦ରୁ ଅଧିକ ଦୋକାନ ଘର ଏହି ଅଗ୍ନିକାଣ୍ଡରେ ଜଳିଯାଇଥିବା…

ଜାଣନ୍ତୁ ଫାଇଜର କରୋନା ଟିକାର ବିଶେଷତ୍ୱ , ଏବଂ ଏହାର ଦାମ

କରୋନା ଭୁତାଣୁ ର ମୁକାବିଲା ହେତୁ ବ୍ରିଟେନ ଓ ବାହାରିନ ସରକାର ଫାଇଜର ବାୟୋନଟେକ୍ ଟିକାର ବ୍ୟବହାର କୁ ଅନୁମତି ଦେଇଛନ୍ତି । ଏବେ ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର…