fbpx

ମେ ୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ମେ ୧୯ରୁ ଦେଶର କିଛି ସହରକୁ ଘରୋଇ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ମେ ୧୯ରୁ ଜୁନ ୨ଭିତରେ…

ମାତ୍ର ୧୩ବର୍ଷ ବୟସରେ ସ୍ପାନିସ ଫ୍ଲୁ କୁ ହରାଇଥିଲେ, ଏବେ ୧୧୩ବର୍ଷ ବୟସରେ କରୋନାକୁ ହରାଇଲେ ମହିଳା

ସ୍ପେନ, ୧୩ା୫: ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏବଂ ଯେଉଁଠି ପ୍ରାୟ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଯାଉଛି ସେଠାରେ ଏକ ୧୧୩ବର୍ଷିୟ ବୟସ୍କ ମହିଳା କରୋନାକୁ ହରାଇଛନ୍ତି । ମାରିଆ ବ୍ରାନାୟସ ନାମକ ଜଣେ…

ନଡ଼ିଆ ତେଲରେ ଏହି ଜିନିଷ ମିଶାଇଲେ ଆପଣଙ୍କ ଧଳା କେଶ କଳା ହୋଇଯିବ

ଆଜିର ଜୀବନ ଯାପନରେ ବହୁତ ଲୋକଙ୍କର ଏକ ବଡ଼ ସମସ୍ୟା ହେଉଛି ଧଳା କେଶ । ଧଳା କେଶକୁ କଳା କରିବା ପାଇଁ ବହୁତ ଉପାୟ ଅବଲମ୍ବନ କରିବା ସହିତ  ସାଲୋନରେ ମଧ୍ୟ ଯାଇ ବହୁପ୍ରକାରର ଟିପ୍ସ ମଧ୍ୟ ଆପଣାଉଛନ୍ତି କିନ୍ତୁ ସବୁ ଉପାୟ…

ଗ୍ରୀନ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି…

ଖାଇବା ପାଇଁ ଗଛକୁ ଚଢ଼ିଲା ହାତୀ

ସୋସିଆଲ ମିଡିଆରେ ଜଂଗଲ ରେ ଗୋଟେ ଭିଡିଓ ବହୁତ ଶୀଘ୍ର ଭାଇରଲ ହେବାକୁ ଲାଗିଛି । ଗୋଟିଏ ଭୋକିଲା ହାତୀ ଗଛକୁ କିପରି ଚଢ଼ିବା ପାଇଁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଆପଣମାନେ ଦେଖିଥିବେ ଜଙ୍ଗଲରେ ମାଙ୍କଡ଼, ସିଂହ…

ଦେଶରେ ୨୪୧୫ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୩ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି ।…