fbpx

ଆକାଉଣ୍ଟକୁ ୨ ହଜାର ଟଙ୍କା ନଆସିଥିଲେ କଣ କରିବେ? ଜାଣନ୍ତୁ ପ୍ରୋସେସ୍

କରୋନା ସଙ୍କଟ ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତ ପାଇଁ ମୋଦୀ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ କରିଛନ୍ତି । ପିଏମ କିଷାନ ଯୋଜନା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସହାୟତା ପାଇଁ ମାସିକ ତାଙ୍କ…

ବିନା ମେକଅପରେ ଦେଖାଯାଆନ୍ତୁ ସୁନ୍ଦର, ଆପଣାନ୍ତୁ ଏହି ଟିପ୍ସ

ଆଜିକାଲିକା ଜୀବନ ଶୈଳୀରେ ମେକଅପ୍ ଲଗେଇବା ନିହାତି ଜରୁରି ହୋଇଗଲାଣି । କିନ୍ତୁ ସବୁବେଳେ ମେକଅପ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଚମକ ନରହିବା ସହିତ କୋମଳ ମଧ୍ୟ ରହିନଥାଏ । ଆଜି ଆମେ ଆଲୋଚନା କରିବା ବିନା ମେକଅପ୍ ରେ…

ବର୍ଷା ଓ ବଜ୍ରପାତକୁ ନେଇ ୧୦ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ…

ସଙ୍ଗରୋଧ କେନ୍ଦ୍ର, କୋଭିଡ଼ ସେଣ୍ଟର ଓ ଟିଏମସିର ଜିଆଇଏସ ମାଧ୍ୟମରେ ମ୍ୟାପିଂ ହେଉଛି: ବାଗଚୀ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ଅଣାଯିବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଆଜି ନୂଆଦିଲ୍ଲୀ…

ଟିଡ଼ିଏସ ଦରରେ୨୫ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ, ୧୩ା୫: ୨୫ ପ୍ରତିଶତ ଟିଡ଼ିଏସ ହ୍ରାସ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡ଼ିଏସ ଓ ଟିସିଏସ ଦରରେ ୨୫ ପ୍ରତିଶତ ହ୍ରାସ କରାଯିବ । ଟିଡ଼ିଏସ ଓ ଟିସିଏସ…

କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ୩ମାସର ଇପିଏଫ ଭରିବ କେନ୍ଦ୍ର

ନୂଆଦିଲ୍ଲୀ, ୧୩ା୫: କର୍ମଚାରୀଙ୍କ ପାଇଁ ଏକ ଖୁସିଖବର । ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ କର୍ମଚାରୀମାନେ ଲାଭବାନ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…

୩ ବର୍ଷ ପୂର୍ବରୁ ମରିଯାଇଥିବା ପୁଅ ଏବେ ଫେରିଲା ଘରକୁ, ସରିଥିଲା ଅନ୍ତିମ ସଂସ୍କାର

କରୋନା ସଙ୍କଟରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । କରୋନା ସଙ୍କଟରେ ଏକ ପରିବାରର ମରିଯାଇଥିବା ପୁଅ ଜୀବିତ…

ଏମଏସଏମଇକୁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ, ୧୩ା୫: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗତକାଲି ୨୦ଲକ୍ଷକୋଟିର ଐତିହାସିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମ୍ପର୍କରେ ସେ ସୂଚନା ଦେଇଛନ୍ତି…