fbpx
BSKY
BJD MC SKY
BJD MS SKY

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ, ୧୧ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର…

ମହଙ୍ଗା ପଡିଲା ବୟଫ୍ରେଣ୍ଡ ସହ ବୁଲିବା! ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ବାନ୍ଧିନେଲା ପୋଲିସ

ଅଭିନେତ୍ରୀ ତଥା ମଡେଲ୍ ପୁନମ ପାଣ୍ଡେଙ୍କୁ ଲକ୍-ଡାଉନରେ ପ୍ରେମିକ ସହ ବୁଲିବା ମହଙ୍ଗା ପଡିଲା । ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ପୁନମ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ତାଙ୍କ ପ୍ରେମିକ ସହ ବୁଲୁଥିବା ବେଳେ…

ଚିହ୍ନଟ ହୋଇଥିବା ନୂଆ୧୪ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଗଞ୍ଜାମର ଚିହ୍ନଟ…

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ୧୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୨ ,…

ରାଶିଫଳ (୧୧ା୫ା୨୦୨୦, ସୋମବାର)

ମେଷ - ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ବୃଷ - ଆପଣଙ୍କ ଆଶା ଏବଂ…

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ,୧୦/୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମନମୋହନ ସିଂହଙ୍କୁ ମେଡିକାଲରେ…

୧୨ ମେ’ରୁ ଦେଶରେ ଗଡ଼ିବ ୧୫ଟି ଟ୍ରେନ୍

ନୂଆଦିଲ୍ଲୀ,୧୦/୫: ୧୨ ମେ’ରୁ ଦେଶରେ ଚାଲିବ ୧୫ଟି ଟ୍ରେନ୍‌ ।ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଚାଲିବ ଟ୍ରେନ୍‌ । ଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦକୁ ଚାଲିବ…

ଆନ୍ତଃରାଜ୍ୟ ବାଇକ୍ ଚୋରି ର‌୍ୟାକେଟ୍ ଠାବ: ୩୯ ବାଇକ୍ ଜବତ, ୧୧ ଗିରଫ

ଲାଞ୍ଜିଗଡ,୧୦/୦୫(ଓଡିଶା ଭାସ୍କର): ଦୀର୍ଘ ଚାରିମାସର ଅପରେସନ ପରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସର ମିଳିତ ଅପରେସନରେ ଧରା ପଡ଼ିଛନ୍ତି ଏକ ଆନ୍ତଃରାଜ୍ୟ ବାଇକ୍…

ରାଜ୍ୟରେ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜୃରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମରେ ୭ , ବୌଦ୍ଧରେ ୩,…