fbpx

କ୍ୱାରେଣ୍ଟିନରେ ଏମ୍ସର ୪ ଡାକ୍ତର

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଯାଇଛି । ୪ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି…

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୧୧ା୫: ଆସନ୍ତାକାଲିଠାରୁ ଦେଶରେ ଗଡ଼ିବ ପାସେଞ୍ଜର ଟ୍ରେନ । କିନ୍ତୁ ଯାତ୍ରା ସମୟରେ ଟ୍ରେନ ଯାତ୍ରୀଙ୍କ ପାଇଁ କିଛି ଗାଇଡ଼ ଲାଇନ ଜାରି କରିଛି ଗୃହ ମନ୍ତ୍ରାଳୟ । ଏନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ…

ଓଡ଼ିଶାର ୩ଟି ଷ୍ଟେସନରେ ରହିବ ଟ୍ରେନ୍, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଦେଶରେ ଗଡ଼ିବ ଟ୍ରେନ୍‌। ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି…

୨୦ଦିନରେ ମାଟ୍ରିକ ଖାତା ଦେଖା ସାରିବାକୁ ଲକ୍ଷ୍ୟ

କଟକ, ୧୧ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି ।…

‘ସିଦ୍ଧାର୍ଥ’ ନାଁର ଫେକ୍ ଆକାଉଣ୍ଟ କରି ଯୌନ ନିର୍ଯ୍ୟାତନାର ପ୍ଲାନ ଦେଉଥିଲେ ଯୁବତୀ

ଜଣେ ଯୁବତୀ ନିଜ ସ୍ନାପଚାଟରେ ଏକ ଫେକ୍ ପ୍ରୋଫାଇଲ୍ ସୃଷ୍ଟି କରି ନିଜର କ୍ଳାସମେଟ ବା ସହପାଠୀଙ୍କ ସହ ଯୌନ ନିର୍ଯ୍ୟାତନା ବିଷୟରେ କଥା ହୋଇଥିଲେ । ଏନେଇ ବୋଇସ୍ ଲକର ରୁମ୍ ଚାଟର ଯାଞ୍ଚ ପରେ ଖୁଲାସା ହୋଇଛି ।…

ଧାରଣାରୁ ଓହରିଲେ ନର୍ସ

ବ୍ରହ୍ମପୁର, ୧୧ା୫(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ଼ ହସ୍ପିଟାଲରେ ନର୍ସମାନେ ଦେଇଥିବା ଧାରଣାରୁ ଓହରିଥିବା ନେଇ ସୂଚନା ମିଳିଛି । ଏହାସହ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲର ନର୍ସମାନଙ୍କ…

ଚିକିତ୍ସା ସମୟରେ ଧୋକାରେ ମହିଳାଙ୍କୁ ଗର୍ଭବତୀ କରୁଥିଲା ଡାକ୍ତର, ୬୦ରୁ ଅଧିକ ଛୁଆର ବାପା

ନେଦରଲ୍ୟାଣ୍ଡର ରିଜସ୍ୱିକ ସହରରେ ଏକ ଫର୍ଟିଲିଟି ବା ପ୍ରଜନନ କ୍ଲିନିକ୍ ଚଳାଉଥିବା ଡାକ୍ତରଙ୍କ ବଡ ଠକେଇର ଖୁଲାସା ହୋଇଛି । ଯଦିଓ ଏହି ଘଟଣାର ଖୁଲାସା ୨୦୧୮ରେ ହୋଇଥିଲା, କିନ୍ତୁ ବର୍ତ୍ତମାନ ଜଣାପଡିଛି କି ଡାକ୍ତର ଜଣକ…

ଲକଡାଉନରେ ଓଜନ ବଢ଼ିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ତେବେ ନିଶ୍ଚିତ ଆପଣାନ୍ତୁ  ଏହି ୫ଟି ଉପାୟ

ଯେତେବେଳେ ଓଜନ କମେଇବାକୁ କଥା ଆସେ ଆପଣଙ୍କୁ ଆପଣଙ୍କ ଭୋଜନର ଥାଳିକୁ ମଧ୍ୟ ଛୋଟ କରିବାକୁ ପଡ଼ିଥାଏ । ତେଣୁ ସାଲାଡ୍, ଫଳ ଏବଂ ପନିପରିବାର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ । ମହାମାରୀ କରୋନା ଭାଇରସ ପାଇଁ ଲୋକମାନେ…