fbpx

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି । ତିନି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର, ମୟୁରଭଞ୍ଜ ଓ…

କରୋନା ରୋଗୀ ଡିସଚାର୍ଯ ପରେ ୭ଦିନ ପରିବର୍ତ୍ତେ ୧୪ଦିନ ପୃଥକ ବାସରେ ରହିବେ: ବାଗଚୀ

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କ୍ୱାରେଣ୍ଟିନ ସେଣ୍ଟରରେ ଥିବା ଫେରନ୍ତାଙ୍କୁ ନେଇ ତର୍ଜମା ହୋଇଥିଲା…

କରୋନା ଡରରେ ୩ ଲକ୍ଷରୁ ଅଧିକ ଲୋକ ଛାଡିଲେଣି ସିଗାରେଟ୍: ସର୍ଭେ

କରୋନା ଡରରେ ବ୍ରିଟେନରେ ୩ ଲକ୍ଷରୁ ଅଧିକ ଲୋକ ସିଗାରେଟ୍ ବା ଧୂମପାନ ଛାଡିସାରିଲେଣି । କେବଳ ଏତିକି ନୁହେଁ, ବରଂ ୨୪ ଲକ୍ଷରୁ ଅଧିକ ଲୋକ ପୂବ ଅପେକ୍ଷା ସିଗାରେଟ୍ ବ୍ୟବହାର କମ୍ କରିସାରିଛନ୍ତି । ଧୂମପାନ କରୁଥିବା…

୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୧ା୫: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବନ୍ଦେ ମାତରଂ ମିଶନରେ ୪ହଜାର ପ୍ରବାସୀ ଭାରତୀୟ…

ସାମାଜିକ ଦୂରତା କମିଲେ ସଙ୍କଟ ବଢ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୫(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହି ବୈଠକରେ ବହୁ…

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ।  ସୁସ୍ଥ ହୋଇଥିବା ୧୭ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ରେ ୭,…