fbpx

ଲକଡାଉନ ନେଇ ହୋଇପାରେ ବଡ଼ ଘୋଷଣା, ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୨ା୫: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । କରୋନା ମୁକାବିଲା ପାଇଁ…

ହୋମ ଲୋନର EMI ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ଘୋଷଣା

କରୋନା ସଙ୍କଟ ମଧ୍ୟରେ ଘର କିଣି EMI ପୈଠ କରୁପାରୁନଥିବା ଲୋକଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ରାଜସ୍ଥାନ ସରକାର । ହୋମ୍ ଲୋନ ନେଇଥିବା ଲୋକଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ଅଫର୍ ଲଞ୍ଚ କରିଛନ୍ତି । ଲୋକମାନଙ୍କୁ ଘର…

ଆସନ୍ତାକାଲିଠାରୁ ଟ୍ୱିନ୍ ସିଟିରେ ଗଡ଼ିବ ବସ୍

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍ । କଟକରୁ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିବ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଗଡ଼ିବ । ଗୋଟିଏ ବସ୍ ଚାଲିବ ଓ ବସ୍ ଭଡ଼ା ୩୦ଟଙ୍କା…

ମାଟ୍ରିକ ଖାତା ଦେଖିବାକୁ ଶିକ୍ଷକ ଅମଙ୍ଗ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । କିନ୍ତୁ ଆଜି ଖାତା ଦେଖିବାକୁ ଶିକ୍ଷକମାନେ ଅମଙ୍ଗ ହେଉଥିବା ଜଣାପଡ଼ିଛି । ଖାତା ଦେଖିବା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର…

ମଦ ସହ ଚାଖଣା ନଆଣିବାରୁ ସାଙ୍ଗର ନେଲା ଜୀବନ

ତାମିଲନରାଡୁରେ ଜଣେ ସାଙ୍ଗ ନିଜର ପ୍ରିୟ ସାଙ୍ଗକୁ ହତ୍ୟା କରିଛି । ହତ୍ୟାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ମଦ ସହିତ ଚାଖଣାର ବ୍ୟବସ୍ଥା ନକରିବାକୁ ନିଜ ସାଙ୍ଗର ଗଳା କାଟିବାକୁ ପଛାଇନାହିଁ ଅଭିଯୁକ୍ତ ।…

୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଗତକାଲି ଓ ଆଜି ଚିହ୍ନଟ ହୋଇଥିବା ୪୬ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୪୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା…

ଅନ୍ତରୀକ୍ଷରୁ ଦେଖାଯିବ ଚମତ୍କାର ଦୃଶ୍ୟ, ଆଉ ୩୬ ଘଣ୍ଟା ବାକି

ଅନ୍ତରୀକ୍ଷ ବହୁ ରହସ୍ୟମୟ । ସେଠାରୁ ଆପଣଙ୍କୁ ବେଳେବେଳେ ବହୁ ସୁନ୍ଦର ଓ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେଠାରୁ ଠିକ୍ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆପଣ ଆକାଶରେ ଆତସବାଜିର ଦୃଶ୍ୟ ଦେଖିବାକୁ ପାଇବେ, ଯେତେବେଳେ…

ପୁଣି ଜଳପଥରେ ଫେରିଲେ ପ୍ରବାସୀ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆଜି ପୁଣିଥରେ ଜଳପଥରେ ଓଡ଼ିଶା ଫେରିଛନ୍ତି ପ୍ରବାସୀ । ସମୁଦ୍ର ପଥରେ ଗଞ୍ଜାମର ମାର୍କଣ୍ଡିକୁ ଆସିଛନ୍ତି ୪୨ଜଣ ପ୍ରବାସୀ ଓଡ଼ିଆ । ଚେନ୍ନାଇରୁ ଡଙ୍ଗାରେ ଗଞ୍ଜାମ ଜିଲ୍ଲାର ୪୨ଜଣ…