ଦୁର୍ଘଟଣାଟି ମନୁଷ୍ୟକୃତ ତ୍ରୁଟି ନା ସିଗନାଲ ତ୍ରୁଟି ଏହାର କାରଣ : ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩
ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ସୀମାରେ ହୋଇଥିବା ରେଳ ଦୁର୍ଘଟଣାର ପ୍ରାଥମିକ ତଦନ୍ତର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରୁ ଜଣାପଡିଛି ଯେ, ଏହି ଦୁର୍ଘଟଣାରେ ରାୟଗଡା-ବିଶାଖାପାଟଣା ଟ୍ରେନର ଲୋକୋ ପାଇଲଟର ତ୍ରୁଟି…