Breaking News Big Breaking: ଭୟଙ୍କର ହେଉଛି ଯୁଦ୍ଧ, ଗଲାଣି ୧୫୦୦ ଜୀବନ Odisha Bhaskar Bureau Oct 10, 2023 ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଭୟଙ୍କର ରୂପ ନେଉଛି ମହାଯୁଦ୍ଧ । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍ରେ…
Top Stories ସୂର୍ଯ୍ୟପରାଗ ସମୟରେ ଆରମ୍ଭ ହେବ ନବରାତ୍ରୀ, ଜାଣନ୍ତୁ ଏହାର ପ୍ରଭାବ Odisha Bhaskar Bureau Oct 10, 2023 ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ୱ ରହିଛି । ନବରାତ୍ରରେ ମା’ଙ୍କର ବିଭିନ୍ନ ରୂପକୁ ପୂଜା କରାଯାଏ । ଏହା ଛଡା ନବରାତ୍ରରେ କନ୍ୟାକୁ ମଧ୍ୟ ପୂଜା କରାଯାଏ । କୁହାଯାଏ ଏହି ଦିନ ମା’ଙ୍କୁ ପୂଜା…
Breaking News ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ : ଦିନକରେ ୧୬ ପଜିଟିଭ Odisha Bhaskar Bureau Oct 10, 2023 ସୁନ୍ଦରଗଡ଼ : ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ । ସୁନ୍ଦରଗଡ଼ରେ ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗୁଛି । ୧୧୪ଟି ନମୁନାରୁ ୧୬ ଜଣ ଆକ୍ରଅନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ଆକ୍ରାନ୍ତଙ୍କ…
Top Stories ଲଦାକର କୁନ ପର୍ବତରେ ହିମସ୍ଖଳନ: ଜଣେ ଯବାନ ସହିଦ, ୩ ଜଣ ନିଖୋଜ Odisha Bhaskar Bureau Oct 10, 2023 ଲଦାକ : ଲଦାକର କୁନ ପର୍ବତରେ ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା । ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଛଡା ୩ ଜଣ ଯବାନ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜା ଯାଉଛି…
Breaking News ଧମକ ପରେ ବଢ଼ିଲା ଶାହାରୁଖ ଖାନଙ୍କ ସୁରକ୍ଷା ବ୍ୟବସ୍ଥା, Y+ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କ ନିଷ୍ପତି Odisha Bhaskar Bureau Oct 9, 2023 ମୁମ୍ବାଇ: ଶାହାରୁଖ ଖାନ ଏବଂ ନୟନତାରା ଅଭିନୀତ ଫିଲ୍ମ “ଜୱାନ’ ରିିଲିଜ ହେବା ଆଜକୁ ପ୍ରାୟ ୧ ମାସରୁ ଉର୍ଦ୍ଧ ଦିନ ହୋଇଗଲାଣି । କିନ୍ତୁ ଫିଲ୍ମଟି ଏବେ ବି ସାରା ବିଶ୍ୱରେ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମଟି…
Breaking News ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା ହେବ; କଂଗ୍ରେସ ନେତା ରାହୁଲ ଗାନ୍ଧୀ Odisha Bhaskar Bureau Oct 9, 2023 ନୂଆଦିଲ୍ଲୀ: “ଭାରତର ଭବିଷ୍ୟତ ପାଇଁ ଜାତି ଜନଗଣନା ଆବଶ୍ୟକ, ଏଭଳି କିଛି ବୟାନ ରଖି ଏକ ବଡ଼ ଘୋଷଣା କରିଛି କଂଗ୍ରେସ ଦଳ । ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା କରାଯିବ ବୋଲି…
Breaking News ସିକିମ ପ୍ରଳୟଙ୍କରୀ ବନ୍ୟାରେ ଏବେ ବି ଫସି ରହିଛନ୍ତି ୭ ଜଣ ଓଡ଼ିଆ ପର୍ଯ୍ୟଟକ Odisha Bhaskar Bureau Oct 9, 2023 ନୂଆଦିଲ୍ଲୀ: ସିକିମର ତିସ୍ତା ନଦୀରେ ଆସିଥିବା ଆକସ୍ମିକ ବନ୍ୟାରେ ଅନେକ ଜଣକ ଧନଜୀବନ ନଷ୍ଟ ହୋଇଯାଇଛି । ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ଅନେକ ଜଣ ଏହି ବନ୍ୟାରେ…
Breaking News BIG NEWS; ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ Odisha Bhaskar Bureau Oct 9, 2023 ଓଡିଶା ଭାସ୍କର; ଇସ୍ରାଏଲରେ ପ୍ରବେଶ କରିବା ପାଇଁ ହମାସ ଓ ଇସଲାମିକ ଜିହାଦ ଗାଜାରୁ ରକେଟ୍ ମାଡ଼ କରିବା ସହ ସଶସ୍ତ୍ର ଉଗ୍ରବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଉଗ୍ରବାଦୀମାନେ ସବୁ…
Breaking News PhonePe ରେ ବାଲାନ୍ସ ଚେକ୍ ହେଉନି କି? ତାହେଲେ ଏପରି କରି ସମସ୍ୟା ସମାଧାନ କରନ୍ତୁ… Odisha Bhaskar Bureau Oct 9, 2023 ଓଡିଶା ଭାସ୍କର: ଆଜି କାଲି ନୋ କ୍ୟାସ ପେମେଣ୍ଟ ବା ଅନଲାଇନ ପେମେଣ୍ଟ ବହୁଳ ମାତ୍ରାରେ ଚାଲିଛି । ଗ୍ରାହକମାନେ ସାମାନ୍ୟ ଚା' କିଣିବା ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ଲେଣଦେଣ ୟୁପିଆଇ(ଫୋନ ପେ, ଗୁଗଲ ପେ,ଆମାଜନ…
Breaking News ବଡ଼ ଖବର; ହମାସ ରକେଟ ଆକ୍ରମଣରେ ଭାରତୀୟ ମହିଳା ଆହତ Odisha Bhaskar Bureau Oct 9, 2023 ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇସ୍ରାଏଲରେ ଥିବା ଜଣେ ଭାରତୀୟ ମହିଳା ହମାସ ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ସମସ୍ତ ପ୍ରମୁଖ ଜାତୀୟ…