ଜେଇଇ ଓ ନିଟ୍ ପାଇଁ କ’ଣ ରହିଛି BMCର ବ୍ୟବସ୍ଥା?

ଭୁବନେଶ୍ୱର୩୦ ।୮(ଓଡିଶା ଭାସ୍କର): ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ବିଏମସି ପକ୍ଷରୁ ବିଶେଷ ବ୍ୟବସ୍ଥାମାନ କରାଯାଇଛି । ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା…

ପଳାତକ ପ୍ରେମିକ ସହ ବାହାଘର କରାଇଲା ପୋଲିସ, ଏକାଧିକ ଥର ରଖିଥିଲା ଶାରୀରିକ ସମ୍ପର୍କ

ପ୍ରେମିକାକୁ ବାହାଘରର ସ୍ୱପ୍ନ ଦେଖାଇ ରଖିଲା ଅନେକ ଥର ଶାରୀରିକ ସମ୍ପର୍କ । କିନ୍ତୁ ଲକଡାଉନର ସୁଯୋଗ ନେଇ ଛାଡି ଚାଲିଦେଇଗଲା । ସେପଟେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ପଳାତକ ପ୍ରେମିକଙ୍କୁ ଗିରଫ କରିବା ସହ…

ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା, ୩ ପୋଲିସ ଗିରଫ

ମାଲକାନଗିରି, ୩୦ା୮(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା । ଏହି ଘଟଣାରେ ମାଲକାନଗିରି ସ୍ଥିତ ମୁଦୁଲିପଡ଼ା ଥାନାର ୪ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଏଏସଆଇ ଓ…

କରୋନାରୁ ସୁସ୍ଥ ହେଲେ ବଲିଉଡ଼ ଅଭିନେତ୍ରୀ ଜେନେଲିଆ

ମୁମ୍ବାଇ, ୩୦ା୮: ବଲିଉଡ଼ ଅଭିନେତ୍ରୀ ଜେନେଲିଆ ଗତ ୨୧ ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ନେଇ ଜେନେଲିଆ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭଗବାନଙ୍କ…

ବିବାହିତ ପ୍ରେମିକାକୁ ଭେଟିବାକୁ ରାତିରେ ଆସିଥିଲା ପ୍ରେମିକ, ବେଡରୁମରୁ ଧରାପଡିବା ପରେ ଲଙ୍ଗଳା କରି ପିଟିଲେ ଶଶୂରଘର ଲୋକେ

ବିବାହିତ ପ୍ରେମିକାଙ୍କୁ ଅଧରାତିରେ ଦେଖିପରିବାକୁ ଆସିବା ଜଣେ ପ୍ରେମିକଙ୍କୁ ବେଶ ମହଙ୍ଗା ପଡିଛି । ମହିଳାଙ୍କ ଶାଶୂଘର ଲୋକେ ଦୁହିଁଙ୍କୁ ବେଡରୁମରୁ ଧରିବା ପରେ ଆରମ୍ଭ ହୋଇଗଲା ମହାଭାରତ । ପ୍ରେମିକ ଜଣକୁ ରାସ୍ତା…

ସବୁ ପିଲା ଆମ ପରିବାରର, କଷ୍ଟ ସମୟରେ ପିଲାଙ୍କ ସହ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ସବୁ ପିଲା ଆମ ପରିବାରର ତେଣୁ…