World Cup 2023; ଲଢେଇ ପୂର୍ବରୁ ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ କାରଣ….
ଅହମ୍ମଦାବାଦ୍ ; ଜୋରସୋରରେ ଚାଲିଛି ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ମହାଲଢେଇ । ପ୍ରତିଦିନ ବଡ଼ ବଡ଼ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳୁଛି । କିନ୍ତୁ ଆସନ୍ତାକାଲି ଅର୍ଥାତ ଶନିବାର ମ୍ୟାଚକୁ ସମସ୍ତେ…