fbpx
BSKY
BJD SHG SKY
BJD YOUTH SKY

ଉତ୍କଳ ବିଶ୍ୱବିଦ୍ୟାଳୟ @ ୭୫, ପ୍ଲାଟିନମ୍ ଜୁବିଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବିଲି ଉତ୍ସବ ପାଳନ ହୋଇଛି । ଏହା ୫ଦିନ ପାଳନ ହେବ ।ଏନେଇ ବାଣୀବିହାର ପରିସର ବେଶ ଜାକଜମକରେ ସଜେଇ ହୋଇଛି ।…

ଆଜିଠୁ ଦୁଇ ଦିନିଆ ରାଜ୍ୟପାଳ ସମ୍ମିଳନୀ

ନୂଆଦିଲ୍ଲୀ,୨୩ା୧୧: ରାଷ୍ଟ୍ରପତି ଭବନରେ ଆଜିଠୁ ରାଜ୍ୟପାଳ ସମ୍ମିଳନୀ ଦୁଇ ଦିନିଆ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହି ସମ୍ମିଳନୀରେ ୫ଟି ଗ୍ରୁପ ଅଫ୍ ଗଭର୍ଣ୍ଣରସ…

ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଥିଲା, ଏନସିପିର ନୁହେଁ: ଶରଦ ପାୱାର

ମହାରାଷ୍ଟ୍ର,୨୩ା୧୧: ଆଜି ମହାରାଷ୍ଟ୍ରରେ ମହାନାଟକର ପୂର୍ଣ୍ଣଛେଦ ପଡ଼ିଛି । ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ପଡ଼ନଭିସ । ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ବିଜେପିକୁ…

ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରୁ ଆଜି ରାଷ୍ଟ୍ରପତି ଶାସନ ହଟିଆ ହୋଇଛି । ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିଛନ୍ତି ରାଷ୍ଟ୍ରପତି । ଗତ ୧୨ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ସେଠାରେ ସରକାର ଗଠନ…

ସରକାର ଗଠନ ପରେ ସଞ୍ଜୟ କହିଲେ ଧୋକା ଦେଲେ ଅଜିତ

ମହାରାଷ୍ଟ୍ର,୨୩ା୧୧: ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଗତକାଲି ବୈଠକରେ ଅଜିତ ପାୱାର ଉପସ୍ଥିତ ରହିଥିଲେ । ବିଜେପି ସହ ମିଶି ସରକାର ଗଠନ କରି ଶରଦ ପାୱାରଙ୍କୁ ଧୋକା…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନଭିସ

ମହାରାଷ୍ଟ୍ର,୨୩ା୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ନଭିସ । ସେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ।ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ…

ନିଲମ୍ବିତ ହେଲେ ବରଗଡ ସିଏସଓ

ବରଗଡ,୨୨ ।୧୧(ଓଡିଶା ଭାସ୍କର): ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ବା ସିଏସଓଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସିଏସଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଅଧିକାରୀ ଜଣକ ହେଉଛନ୍ତି…

ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି ନହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ମତରେ, ‘ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ମହିଳାଙ୍କ ଉପରେ…

ମହାରାଷ୍ଟ୍ରରେ ଉଦ୍ଧବ ହେବେ ସରକାର, ଚାଲିବ ୧୬-୧୫-୧୨ ଫର୍ମୂଲା !

ମୁମ୍ବାଇ,୨୨ ।୧୧: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରିଛନ୍ତି । ସରକାର ଗଠନ ପାଇଁ ୪୫ ମିନିଟ୍ ଧରି ୩ ଦଳ ମଧ୍ୟରେ ଆଲାଚନା ଚାଲିଥିଲା । ଶିବସେନାର ଉଦ୍ଧବ ଠାକରେଙ୍କୁ…

କମ୍ ମୂଲ୍ୟରେ ଦିଆଯାଉଛି ପିଆଜ: ରଣେନ୍ଦ୍ର

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ପିଆଜ ଦର ବୃଦ୍ଧି ନେଇ ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର…