fbpx
BSKY
BJD MC SKY
BJD YOUTH SKY

ହ୍ୱାଟ୍ସଆପରେ ସେଟିଂ ବଦଳାଇବାକୁ ଯବାନଙ୍କୁ ଆଲର୍ଟ କଲା ସେନା, ଏଥିରେ ନଜର ରଖିଛି ପାକିସ୍ତାନ !

ନୂଆଦିଲ୍ଲୀ,୨୨ ।୧୧: ହ୍ୱାଟ୍ସଆପ ବ୍ୟବହାରୀଙ୍କ ତଥ୍ୟ ଚୋରୀ ହେଉଥିବା ଖବର ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି । ହ୍ୟାକରମାନେ ଏହି ୱେବସାଇଟକୁ ହ୍ୟାକ୍ କରିବାରେ ବସିଛନ୍ତି । ଖବର ମିଳିଛି କି, ପାକିସ୍ତାନର ଗୁଇନ୍ଦା…

୧୦୬ ରନରେ ଅଲଆଉଟ ହେଲା ବାଙ୍ଗଲାଦେଶ

କୋଲକାତା, ୨୨ା୧୧: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ କୋଲକାତାରେ ଆଜି ଇଡ଼େନ ଗାର୍ଡ଼େନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯାଇଛି । ୧୦୬ ରନ୍ କରି ଅଲଆଉଟ ହୋଇଛି ବାଙ୍ଗଲାଦେଶ । ଇଶାନ୍ତ ଶର୍ମାଙ୍କୁ ସର୍ବାଧିକ ୫ଟି ୱିକେଟ…

ପୁଅ ଲୋଭରେ ୧୨ଟି ପିଲା ଜନ୍ମ କଲେ ୪୧ ବର୍ଷିୟା ମହିଳା, ପତି ବିକୁଛି ଚା’

ରାଜସ୍ଥାନ,୨୨ ।୧୧: ରାଜସ୍ଥାନର ଚୁରୂ ଜିଲ୍ଲାର ତାରାନଗର ତହସିଲରେ ୪୧ ବର୍ଷିୟା ଜଣେ ମହିଳା ପୁଅ ପାଇବା ଆଶାରେ ୧୨ ଥର ପ୍ରସବ କରାଇଛନ୍ତି । ଗତ ୨୦ ନଭେମ୍ବରରେ ଗୁଡୀ ନାମକ ଏହି ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ…

ବିଦ୍ୟୁତ ଚୋରିରେ ଗତ ୫ବର୍ଷରେ ଗିରଫ ହୋଇଛନ୍ତି ୬୨୦ଜଣ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାର ଶୀତକାଳିନ ଅଧିବେଶନର ଆଜି ନବମ ଦିନ । ବିଦ୍ୟୁତ ଚେରି ପାଇଁ ଗତ ୫ବର୍ଷରେ ୬୨୦ଜଣ ଗିରଫ ହୋଇଛନ୍ତି ।ଏନେଇ ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଘଟିଥିଲା । ପ୍ରାୟ ୩ଘଣ୍ଟାର ପ୍ରୟାସ କରିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଉଲ୍ଲେଖଯୋଗ୍ୟ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଜଣେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟାର ଧମକ ଦେଉଛନ୍ତି ଯୁବକ ।…

ମୁମ୍ବାଇ ରାଜରାସ୍ତାରେ ଓହ୍ଲାଇଲା ଚାନ୍ଦ

ମୁମ୍ବାଇ,୨୨ ।୧: ନିଜ ସହରରେ ବହୁତ ବଡ ଚାନ୍ଦକୁ ଦେଖି ମୁମ୍ବାଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଲୁଅରେ ଚକଚକ୍ କରୁଥିବା ଚାନ୍ଦକୁ ଏତେ ପାଖରେ ଲୋକେ ଖୁସିରେ ପାଗଳ । ଲାଗୁଛି ଯେପରି ଚାନ୍ଦ ଦେଶର ଆର୍ଥିକ ରାଜଧାନୀକୁ…

ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଅଭିଯୋଗ କଲେ ବିରୋଧୀ

ଭୁବନେଶ୍ୱର,୨୨ା୧୧(ଓଡ଼ିଶା ଭାସ୍କର): ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉଠିଥିଲା । ବିଜେଡ଼ି ସଦସ୍ୟଙ୍କ ଅନୁପସ୍ଥିତକୁ ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହାସହ ସେ ବିଜେଡ଼ିକୁ…

ବୋଲିଂ କରିବ ଭାରତ

କୋଲକାତା,୨୨ ।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତା ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ଆଜି ଭାରତ ଖେଳୁଛି ପ୍ରଥମ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜେଇ

କଟକ,୨୨ା୧୧(ଓଡ଼ିଶା ଭାସ୍କର): କଟକର ଇଲେକ୍ଟିକାଲ କନିଷ୍ଟ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଗୋଡ଼ିସାହି ସେକ୍ସନ ଜେଇ ଭବାନୀ ମହନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ସେ ୧୦ହଜାର ଟଙ୍କା ଲାଞ୍ଚ…