fbpx

ଉଦଘାଟିତ ହେଲା ଗ୍ଲୋବାଲ ବାୟୋ-ଇଣ୍ଡିଆ୨୦୧୯

ନୂଆଦିଲ୍ଲୀ,୨୧ ।୧୧: ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୧୯ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବ ପରେ ଧର୍ମେନ୍ଦ୍ର କହିଛନ୍ତି ଯେ,…

ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତାକାଲିଠୁ ମଣ୍ଡିରେ ବିକ୍ରି ହେବ ଧାନ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲିଠାରୁ ମଣ୍ଡିରେ ଧାନ ବିକ୍ରି ହେବ । ଚାଷୀ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା…

ଆନ୍ତର୍ଜାତିକ ମେଳାରେ ପାଳନ ହେଉଛି ଓଡ଼ିଶା ଦିବସ

ନୂଆଦିଲ୍ଲୀ,୨୧ା୧୧: ନୂଆଦିଲ୍ଲୀରେ ଆନ୍ତର୍ଜାତିକ ମେଳାରେ ଆଜି ଓଡ଼ିଶା ଦିବସ ପାଳନ ହୋଇଛି । ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ଆବାସିକ କମିସନର ସଞ୍ଜୀବ ମିଶ୍ର । ତାଙ୍କ ସହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଓ…

୨ ଘଣ୍ଟା ପାଇଁ ରୋଗୀକୁ ମାରିଦେଲେ ଡାକ୍ତର, ଚିକିତ୍ସା ପରେ ପୁଣି ବଞ୍ଚାଇଦେଲେ

ଏବେ ଡାକ୍ତର ଆପଣଙ୍କୁ ମାରି ବା ମୁର୍ଦ୍ଦା କରି ଚିକିତ୍ସା କରିବେ । ଯଦି ଆପଣଙ୍କୁ ଗୁରୁତର ଆଘାତ ଲାଗେ, ହୃଦଘାତ କିମ୍ବା ମୁଣ୍ଡରେ ଗଭୀର ଆଘାତ ଲାଗେ ତେବେ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ମୃତ୍ୟୁ ପରେ ବି…

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷେ

ଶ୍ରୀଲଙ୍କା, ୨୧ା୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ । ମହିନ୍ଦା ହେଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ଭାଇ । ଏହାସହ ଏହି ଅବସରରେ ମହିନ୍ଦାଙ୍କୁ…

ବିବାହର ୨୧ ବର୍ଷ ପରେ ପତ୍ନୀଠାରୁ ଅଲଗା ହେଲେ ଅର୍ଜୁନ୍

ମୁମ୍ବାଇ,୨୧ ।୧୧: ବିବାହର ୨୧ ବର୍ଷ ପରେ ଆଜି ଅଲଗା ହୋଇଛନ୍ତି ଅଭିନେତା ଅର୍ଜୁନ୍ ରାମପାଲ ଓ ମେହେର ଜେସିଆ । ବହୁ ବର୍ଷରୁ ସେମାନଙ୍କ ସମ୍ପର୍କରେ ତିକ୍ତତା ଲାଗିରହୁଥିବାରୁ ଆଜି ଅଫିସିଆଲ ଭାବେ ତାଙ୍କର ଛାଡପତ୍ର…

ଡ଼େଡ଼ଲାଇନ ସରିବା ପରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଚାଷୀ ସଙ୍ଗଠନ ଅଟଳ ରହିଛନ୍ତି । ଏହାସହ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ । ଏନେଇ ଧାନ ବସ୍ତା ରଖି ବରେଇପାଲିରେ ଚାଷୀମାନେ…

ରାଜ୍ୟରେ ଗଡୁଛି ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି: ପଦ୍ମନାଭ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଗଡୁଛି ଅନଫିଟ୍ ଗାଡି । ରାଜ୍ୟରେ ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି ଗଡୁଛି । ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ ଟି ମଟରଗାଡି ଅଛି । ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬…

ରାଜଧାନୀରେ କୃଷକ–ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରେ ଆଜି ପୋଲିସ ଓ ଚାଷୀ ମୁହାଁମୁଡିଁ ହୋଇଛନ୍ତି । ନବନିର୍ମାଣ କୃଷକ ସମିତିର ଶତାଧିକ ସଦସ୍ୟ ଓ କୃଷକ ଙ୍କୁ ଗିରଫ କରିଛି ପୋଲିସ ।…

ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ସୁବର୍ଣ୍ଣପୁର,୨୧ ।୧୧(ଓଡିଶା ଭାସ୍କର): ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତାହାତୀ ଶିକାର ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ନିଲମ୍ବିତ…